Tike Tike Barsha Hela

ଟିକେ-ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
ଟୋପା-ଟୋପା ତୋ ଦେହରେ ମୋତି ଝରିଲା

ଓ, ଟିକେ-ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
ଟୋପା-ଟୋପା ତୋ ଦେହରେ ମୋତି ଝରିଲା
ଟିକେ-ଟିକେ ଖରା ହେଲା ଟିକେ ନାଲି ଦିଶିଲା
ମିଠା-ମିଠା ତୋ ମୁହଁରେ ରଙ୍ଗ ଝରିଲା

ସେଇ ରଙ୍ଗରେ, ସେଇ ଋତୁରେ ଲାଗେ ସତେରେ
ମୋ ମନରେ ପ୍ରେମ ଉଙ୍କି ମାରିଲା

ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ଏମିତି ତୁ ଆସିଲୁ, ମୋ ମନରେ ବସିଲୁ
ଭରସାର ପ୍ରେମ ନେଇ ଭଲ ପାଇଲୁ
ଆହା-ହା, ଏମିତି ତୁ ଚାହିଁଲୁ, ଭାବନାରେ କହିଲୁ
ଜିଇଁବାର ଆଶା ନେଇ ମୋତେ ଛୁଇଁଲୁ

ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ
ହୃଦୟରେ ସାତ ରାଗ ବାନ୍ଧିଲା

ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ତୋତେ ଦେଖେ ମୋ ଆଖି, ଝୁରେ ମୁଁ ନୀତି-ନୀତି
ତୁ ଥିଲେ ଭିଜା-ଭିଜା ଲାଗେ ଏ ପ୍ରୀତି
ଓ, ଏଇ ସେ ପ୍ରଜାପତି, ଚୁମେରେ ଚୁପି ଚୁପି
ବଗିଚାର ମିଠା ମହୁ ପଡ଼ିଛି ଟିକେ

ସେଇ ମହୁରେ, ସେଇ ଫୁଲରେ ଲାଗେ ସତେରେ
ଚାରିଆଡେ ଏ କି ବାସ୍ନା ବହିଲା?

ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ଲାଲା, ଲାଲା-ଲାଲା-ଲାଲା
ଲାଲା, ଲାଲା-ଲାଲା-ଲାଲା
ଓ, ଓ, ଓ, ଓ
ଓ, ଓ, ଓ, ହୋ-ହୋ, ହୋ-ହୋ



Credits
Writer(s): Bimugdha Das, Bimugdha Dash, Tunu Pattnaik, Tunu Pattnayak
Lyrics powered by www.musixmatch.com

Link