Lage Re Aaji

ହଁ-ହଁ-ହଁ
ହଁ-ହଁ-ହଁ

ଲାଗେରେ ଆଜି ପାଇଛି ଖୋଜି
ନିଦ ନାହିଁ ଯାହା ପାଇଁ ରାତି ସାରା
ଏଇ ହୃଦୟ ହେଇଛି ରାଜି
ନିଦ ଭୁଲି ଚେଇଁବାକୁ ରାତି ସାରା

କେମିତି ରେ କହିବି ତତେ?
ଭଲ ମୁଁ ପାଉଛି କେତେ
ଡ଼ର ଲାଗେ ଲାଗି ଯିବକି
କାହା ନଜର ତତେ

ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)

ଓଠ ଧାରେ କଥାତୋର ଯାହା ଅଛି ରେ ଲୁଚି
କହିଦେ ତୁ ସବୁ ଆଜି ବାକି ନ ଥାଉ କିଛି
ତୋ ଦୁଷ୍ଟାମି ଲାଗେ ଭଲ ଲାଗୁଛୁ ତୁ ନିଜର
ଏତେ କାଇଁ ଭଲଲାଗୁ ପାଉନି ରେ ଉତ୍ତର

ଲୁଚେଇଛି ସପନେ ତତେ
ଥିବୁ ତୁ ସବୁ ରାତିରେ
ଜିଇଁଛି ରେ ଏଇ ବିଶ୍ୱାସେ
ରହିବୁ ମୋ ପାଖରେ

ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ

ହୋ-ହୋ-ହୋ
ହୋ-ହୋ-ହୋ

କାହିଁ ଲାଗେ ନ ଛୁଇଁ ବି ଛୁଇଁ ଯାଇଛୁ ମତେ
ମନ ମୋର ଈର୍ଷା କରେ ଚାହିଁଲେ କିଏ ତତେ
ଫିକା ଦିଶେ ତୋଫା ଜହ୍ନ ତୋ ଚେହେରା ଆଗେ
ଯୋଛନା ବି ଯାଏ ଜଳି ତୁ ଥିଲେ ମୋ ପାଖେ

ରଖିନେଲି ପ୍ରେମକୁ ତୋର ହୃଦୟ ତୀଖା ଭାଗେ
ପାଇବାକୁ ତୋ ପ୍ରେମ ଆଜି ଅନୁମତି ମୁଁ ମାଗେ

ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)



Credits
Writer(s): Kumar Shree, Somesh Satpathy
Lyrics powered by www.musixmatch.com

Link