Sapana Ra Pathe Pathe-Duet

ସପନର ପଥେ-ପଥେ
ଆ ଯିବା ସାଥୀରେ
ସପନର ପଥେ-ପଥେ
ଆ ଯିବା ସାଥୀରେ

ଏଇ ଆଖି ଯିବ ଯେତେ ଦୂର
ଆମେ ଯିବା ଆଜି ସେତେ ଦୂର
ସବୁ ଲେଖିଦବା ଆମ ନାଆରେ

ସପନର ପଥେ-ପଥେ
ଆ ଯିବା ସାଥୀରେ

ଏଇ ସହରର ସୀମା ଡେଇଁ
ସବୁ ନଜରକୁ ଧୋକା ଦେଇ
ଆମେ ହଜିଯିବା ନିଜ ଭିତରେ

ସପନର ପଥେ-ପଥେ (ସପନର ପଥେ-ପଥେ)
ପଥେ-ପଥେ (ପଥେ-ପଥେ)
ହୁଁ-ହୁଁ-ହୁଁ (ହୁଁ-ହୁଁ-ହୁଁ)
ହା-ହା-ହା-ହା (ହା-ହା-ହା-ହା)

ପାହାଡ଼, ଝରଣା, ଜହ୍ନ କି ଯୋଚ୍ଛନା
ଯାହାବି ଗପିଲେ ଏ ଗପ ସରେନା
ତୋ ବିନା ଜୀବନ
ଭାବି ମୁଁ ପାରେନା

କେବେ କହିନାହିଁ ତତେ ସିନା
ବୁଦ୍ଧି ତୋଲା ଜନ୍ମରୁ ତୁ ଚିହ୍ନା
ଚିହ୍ନ ହେଇଗଲୁ ମନ ଭିତରେ

ସପନର ପଥେ-ପଥେ
ଆ ଯିବା ସାଥୀରେ
ସପନର ପଥେ-ପଥେ
ଆ ଯିବା ସାଥୀରେ

ଏଇ ଆଖି ଯିବ ଯେତେ ଦୂର
ଆମେ ଯିବା ଆଜି ସେତେ ଦୂର
ସବୁ ଲେଖିଦବା ଆମ ନାଆରେ

ସପନର ପଥେ-ପଥେ
ଆ ଯିବା ସାଥୀରେ

ଏଇ ସହରର ସୀମା ଡେଇଁ
ସବୁ ନଜରକୁ ଧୋକା ଦେଇ
ଆମେ ହଜିଯିବା ନିଜ ଭିତରେ

ସପନର ପଥେ-ପଥେ (ସପନର ପଥେ-ପଥେ)
ପଥେ-ପଥେ (ପଥେ-ପଥେ)
ହୁଁ-ହୁଁ-ହୁଁ (ହୁଁ-ହୁଁ-ହୁଁ)
ହା-ହା-ହା-ହା (ହା-ହା-ହା-ହା)



Credits
Writer(s): Asad Nizam
Lyrics powered by www.musixmatch.com

Link