Sa Ra Ra Sili Sili

ସା-ରା-ରା
ସା-ରା-ରା
ସିଲି-ସିଲି
ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି

ମୁଁ ପଢ଼ିଦେଲି ପଢ଼ିଦେଲି
ତୋ ମନକଥା ପଢ଼ିଦେଲି
ପଢ଼ୁ-ପଢ଼ୁ ଭଲ ପାଇଗଲି, ପାଇଗଲି

ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି

ମୋ ବାଟରେ ମୁଁ ଯାଉଥିଲି
ମୁଁ ତତେ ଦେଖି ରହିଗଲି
ଦେଖୁ-ଦେଖୁ ମନ ଦେଇଗଲି, ଦେଇଗଲି

ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି

ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ
ଆଖି ଦୁଇ ପକ୍ଷୀ ମୋର ଉଡ଼ିଗଲେ ଦୂରକୁ
ଦୂରେ ଦୂରେ ଖୋଜି-ଖୋଜି ପାଇଗଲି ଜଣକୁ
ଆଜି ଯାଏଁ ମନେ-ମନେ ଖୋଜୁଥିଲି ଯାହାକୁ

ମୁଁ ଛୁଇଁଦେଲି ଛୁଇଁଦେଲି
ତୋ ମନକୁ ମୁଁ ଛୁଇଁଦେଲି
ଛାତି ତଳେ ତୋର ଘର କଲି, ଘର କଲି

ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି

ପ୍ରେମଋତୁ ଅଚାନକ ଛୁଇଁଯାଏ ଏମିତି
ଭଲଲାଗେ ପୃଥିବୀଟା ନୂଆ-ନୂଆ ଯେମିତି
ଆଖି କଥା ଆଖି ବୁଝେ, ମନ ଜାଣି ହୁଏନା
ଅଧାକଥା ବୁଝି ହୁଏ, ଅଧା ବୁଝି ହୁଏନା

ମୋ ନିଦକୁ ମୁଁ ହଜେଇଲି
ମୋ ସପନ ମୁଁ ସଜେଇଲି
ନୂଆ ଦୁନିଆଁରେ ପାଦ ଦେଲି, ପାଦ ଦେଲି

ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି

ମୁଁ ପଢ଼ିଦେଲି ପଢ଼ିଦେଲି
ତୋ ମନକଥା ପଢ଼ିଦେଲି
ପଢ଼ୁ-ପଢ଼ୁ ଭଲ ପାଇଗଲି, ପାଇଗଲି

ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି
ସା-ରା-ରା ସା-ରା-ରା, ସିଲି-ସିଲି



Credits
Writer(s): Srikant Gautam, Manmath Mishra
Lyrics powered by www.musixmatch.com

Link