Jagannatha Ho Kichhi Magunahin Tote

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁନାହିଁ ତୋତେ
ହେ, ଜଗନ୍ନାଥ

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁନାହିଁ ତୋତେ
ହେ, ଜଗନ୍ନାଥ

ଧନ ମାଗୁନାହିଁ, ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାଥେ, ଏ-ଏ-ଏ

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁ ନାହିଁ ତୋତେ

ଆନ ଦରଶନ ନଲୋଡେ ନୟନ
ଏକା ତୁମ୍ଭ ଦେଖା ବିନା, ଆ-ଆ-ଆ
ଶୁଣିବାକୁ କାନ ନଇଛଇ ଆନ
ତୁମ୍ଭ ଚରିତେ କାମନା, ଆ-ଆ-ଆ

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁନାହିଁ ତୋତେ
ହେ, ଜଗନ୍ନାଥ

ମୋ ହସ୍ତ ଆଙ୍ଗୁଳି ରାମ ବନମାଳି
ହରେକୃଷ୍ଣ ଜପୁ ଥାଉ, ଉ-ଉ-ଉ
ବୋଲେ ବନମାଳି ମୋ ବେଣି-ଚରଣ
ତୋ ତୀର୍ଥ ଭ୍ରମଣେ ଧାଉଁ, ଉ-ଉ-ଉ

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁନାହିଁ ତୋତେ
ହେ, ଜଗନ୍ନାଥ

ଧନ ମାଗୁନାହିଁ, ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାଥେ, ଏ-ଏ-ଏ

ଜଗନ୍ନାଥ, ହୋ-ହୋ-ହୋ
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ



Credits
Writer(s): Banamali Das, Puratana
Lyrics powered by www.musixmatch.com

Link