Deidele Sarijibaki

जानू ତୋ love ର pasward କେତେ?
କହିଦେ କଣ କଲେ ଭଲ ପାଇବୁ ମତେ? (ଭଲ ପାଇବୁ ମତେ)
ହୋ, जानू ତୋ love ର pasward କେତେ?
କହିଦେ କଣ କଲେ ଭଲ ପାଇବୁ ମତେ? (ଭଲ ପାଇବୁ ମତେ)

ମଲିଣି ତତେ wait କରି
दिल ଟା ତୋର ଦେଇଦେ ଗୋରୀ

ହଅନା ଜାକି

ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?

Charming charming face ତୋର Moon ପରି flavour
ତତେ ଦେଖି ହେଇଗଲିରେ direct lover
ଆରେ, ତୁ ତ ମୋର sweet-heart, ତୁ ମୋ Kidney, Liver
ତୁ କହିଲେ जान ଦେବି ତତେ forever

ଆରେ, କେତେ ମୁଁ ଆଉ କରିବି loby?
ମାଗିଲେ ତୋର दिल ର ଚାବି

ଦଉଛୁ ଠକି

ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?

हाय, नी हाय, गोरी, तू तीखी-मिर्ची
दे, नी दे मुझे प्यार की खर्ची
तेरा ग़ुलाम मैं बनने को तैयार हूँ
सीधे-सीधे बोल, पराया हूँ या प्यार हूँ?

ହାଏରେ ਸੋਨੀ ନଖରା ତୋର ଲାଗୁଛି ପୁରା जबर
ତତେ ଦେଖିଲେ ଧରୁଛି ମତେ इश्क़ वाला fever
ହାଏ, naughty-naughty style ତୋର କଲା ରେ ସତେ magic
ଛାତିରେ ମୋର ବଜାନି ଆଉ pathetic music

Heart ଟା ତୋର ହଉଲୋ ଯେତେ
Discount ରେ ଦେଇଦେ ମତେ

ଦେ ନା ଫାଙ୍କି

ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?
ଦେଇଦେଲେ ସରିଯିବ କି? ସରିଯିବ କି? ସରିଯିବ କି?



Credits
Writer(s): Baidyanath Dash
Lyrics powered by www.musixmatch.com

Link