Prema Pain Mahabharata

ତୁ ମୋର जान, ତୁ ମୋ ज़िगर, ତୁ धड़कन, ତୁ दिलबर
କେହି ଯଦି ତତେ ଅନେଇ ଦବ
ମୋ ଆଗରେ ତତେ line ମାରିବ

ହେଇଯିବ ହଣାକଟା, ରକତ ଦାଗ

ପ୍ରେମ ପାଇଁ ମହାଭାରତ
ପ୍ରେମ ପାଇଁ ମହାଭାରତ
ମହାଭାରତ
ମହାଭାରତ

ତୋ ପାଇଁ ବୁଣିଛି ସ୍ୱପ୍ନର ଗାଲିଚା
ନିଦରେ ଚାଲୁଛି daily ମୁଁ ଓଲଟା
ହଁ, ନ ଦେଖିଲ ତତେ ରହି ହଉ ନାହିଁ
ବିରହର ଜ୍ବାଳା ସହି ହଉ ନାହିଁ

ତୁ ମୋର आन, ଦିଲ୍ ର मेहमान
ତୁ Katrina, ମୁଁ ତୋ Salman
କେହି ଯଦି ତତେ ଭଲପାଇବ
ଗାଢେଇ ଗାଢେଇ ତତେ ଚାହିଁବ

दबंग ଭଳି ଉଡିବ ମୋରି ନାଦ

ପ୍ରେମ ପାଇଁ ମହାଭାରତ
ପ୍ରେମ ପାଇଁ ମହାଭାରତ
ମହାଭାରତ
ମହାଭାରତ

ଚାରିଆଡେ ଖାଲି ତୋ ମୁହଁ ଦିଶୁଛି
ମିଟୁ ଭଳି ସବୁବେଳେ ତୋ ନାଁ ଘୋଷୁଛି
ହଁ, ତୁ କହିଲେ ନିଆଁକୁ ମୁଠେଇ ଧରିବି
ହାତ କାଟି ତୋ ନାଁରେ tattoo ମୁଁ କରିବି

ତୁ ମୋର शान, ଝିଅ number one
ତୋ ପାଇଁ ସବୁକିଛି କରବି क़ुर्बान
କେହି ଯଦି ତତେ missed call ଦବ
Whatsapp ରେ ତୋ ସାଥେ chatting କରିବ

ତା tower କୁ ମୋଡ଼ିଦେବି କହୁଛି ସତ

ପ୍ରେମ ପାଇଁ ମହାଭାରତ
ପ୍ରେମ ପାଇଁ ମହାଭାରତ
ମହାଭାରତ
ମହାଭାରତ



Credits
Writer(s): Abhijit Majumdar
Lyrics powered by www.musixmatch.com

Link