Swachh Dil Debi

Oh my sweet heart, oh my जानू
I dedicated my love to you
ତୋର ସବୁ Bill କୁ, ତୋର ଯେତେ feel କୁ
ହଁ, ଦେଇଯା ମତେ ଆଜି ତୁ
ସାକାଲାକା ତୁ ଚିକିଣି ବମ୍
ସକାଲାକା ନୂଆ item
ସକାଲାକା ତତେ fix କଲି, ହବୁ ତୁ ମୋର जानम

ସାକାଲାକା ତୁ ଚିକିଣି ବମ୍
ସକାଲାକା ନୂଆ item
ସକାଲାକା ତତେ fix କଲି, ହବୁ ତୁ ମୋର जानम

ତୋ ପାଇଁ ମୋ ମନ ଭିତରୁ ଅଳିଆ ହଟେଇ ଦେବି

ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ହଁ, ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି

ସାକାଲାକା ତୋର figure ମସ୍ତ
ସାକାଲାକା style ଜବରଦସ୍ତ
ସାକାଲାକା ମତେ crazy କଲୁ, ତୋ ଉପରେ କଲି trust

ତୋ ଆଇଁ ମୋ ମନ ଭିତରେ flower ଫୁଟେଇ ଦେବି

ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ଆରେ-ରେରେ, ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ଓ, ପ୍ରେମିକ ମୁଁ ଜାଣିଥା ଭାରି ସଫା-ସୁତୁରା
ସକାଳେ ମୁଁ ଗୋଟାଏ ପିନ୍ଧେ ରାତିରେ ପିନ୍ଧେ दूसरा

ଜାଣିଥା ମୁଁ କା' ସାଥେ ନାହିଁ କିଛି ଯାତେରା
ମୁଖୁଡା ମୋ ଯେତିକି ଭଲ ତାଠୁ ଭଲ ଅନ୍ତରା

ସାକାଲାକା ତୋ ରୂପରେ ଦମ, ଶୋଉଛି ବେଶି ଚେଉଁଛି କମ
ସାକାଲାକା ମତେ ସୁଂଘେଇ ଦେଲୁ, ହାଏ ତୋ ପ୍ରେମ chloroform

ରାତି ସାରା ତୋ ନିଦରେ ମୋ dream ବିଛେଇ ଦେବି

ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ହଁ, ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ହଁ, ଯେବେଠାରୁ ତୋ ସାଥେ love ହେଲା permanent
ବାସିଯାଏ ଯୁଆଡେ ଗଲେ ତୋ ପ୍ରେମର detergent

ଆରେ-ରେରେ, one piece ଟୋକା ମୁଁ, ନୁହେଁ ଜମା duplicate
ମୋ ପାଇଁ ତୁ matching baby, ପୁରାପୁରି perfect

ସାକାଲାକା ତୁ superstar, ବନିଗଲୁ ମୋ पहला प्यार
ସାକାଲାକା ଜମା କରିବୁ ନାହିଁ ମଇଳା ତୋର character

ତୋ ପାଇଁ ପଛେ life time bachelor ରହିଯିବି

ଆରେ, ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି
ହଁ, ସ୍ୱଚ୍ଛ ଭାରତ ଭଳି ତତେ ସ୍ୱଚ୍ଛ ଦିଲ୍ ଦେବି



Credits
Writer(s): Abhijit Majumdar
Lyrics powered by www.musixmatch.com

Link