Tu Mo Love Story - 2 Title Track
ଆଜି କାଲି ମତେ କାଇଁ
ଭଲ ଲାଗୁଛି ଭାରି
ତୋ ନା ସାଥେ ମୋ ନା କୁ ଲେଖି ଦେଇ
କହିବାକୁ sory
କହିବାକୁ sory sory
କହିବାକୁ sory sory
ଆଜି କାଲି ମତେ କାଇଁ
ଭଲ ଲାଗୁଛି ଭାରି
ତୋ ବାହାନାରେ ତତେ କେବେ କେବେ ଛୁଇଁ ଦେଇ
କହିବାକୁ sory
କହିବାକୁ sory sory
କହିବାକୁ sory sory
କଥାଟିଏ ତୋରି ପାଖେ
କହିବାକୁ ଚାଉଛି ଏତେ
ପାରୁନୁ ଧରି
ତୁ ମୋ LOVE STORY
ତୁ ମୋ LOVE STORY
ତୁ ମୋ LOVE STORY
ତୁ ମୋ LOVE STORY
Facebook ରେ କେତେ ଝିଅ ତୋ Friend list ରେ
ଗଣି ଗଣି ମୁଁ କାଇଁ ରହୁଛି ମିଛଟାରେ
ଯେଉଁ photo ରେ ତୁ ଅଛୁ ମୋ ସାଥିରେ
ସେଇ photo କୁ share କରୁଛି ମୁଁ କାଇଁରେ
ତୋ ସାଥିରେ ଝିଅରେ କେହି
କଥାହେବା ଦେଖିଲେଇ କାଇଁ ଯାଉଛି ମରି
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ଲା ଲା ଲା ଲା ଲା ଲା ଲା
ହୋ ହୋ ହୋ ତୋ Dress କୁ ଦେଖି ଦେଖି ମୁଁ ଆଜି କାଲି
କାଇଁ ପିନ୍ଧୁଛି ସେଇ ରଙ୍ଗକୁ Match କରି
ଓ ହୋ ହୋ ଯଉ ରଙ୍ଗ ଟା ବେସି ଭଲ ପାଉ ବୋଲି
ସେଇ ରଙ୍ଗ ରେ ଏତେ କାଇଁ ଖେଳେ ହୋଲି
ଦୁହେଁ ବୋଧେ ଦୁହିଁଙ୍କ ପାଇଁ
ଭାବୁଛେ କି କହିବ ପାଇଁ
ବାହାନା କରି
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ଭଲ ଲାଗୁଛି ଭାରି
ତୋ ନା ସାଥେ ମୋ ନା କୁ ଲେଖି ଦେଇ
କହିବାକୁ sory
କହିବାକୁ sory sory
କହିବାକୁ sory sory
ଆଜି କାଲି ମତେ କାଇଁ
ଭଲ ଲାଗୁଛି ଭାରି
ତୋ ବାହାନାରେ ତତେ କେବେ କେବେ ଛୁଇଁ ଦେଇ
କହିବାକୁ sory
କହିବାକୁ sory sory
କହିବାକୁ sory sory
କଥାଟିଏ ତୋରି ପାଖେ
କହିବାକୁ ଚାଉଛି ଏତେ
ପାରୁନୁ ଧରି
ତୁ ମୋ LOVE STORY
ତୁ ମୋ LOVE STORY
ତୁ ମୋ LOVE STORY
ତୁ ମୋ LOVE STORY
Facebook ରେ କେତେ ଝିଅ ତୋ Friend list ରେ
ଗଣି ଗଣି ମୁଁ କାଇଁ ରହୁଛି ମିଛଟାରେ
ଯେଉଁ photo ରେ ତୁ ଅଛୁ ମୋ ସାଥିରେ
ସେଇ photo କୁ share କରୁଛି ମୁଁ କାଇଁରେ
ତୋ ସାଥିରେ ଝିଅରେ କେହି
କଥାହେବା ଦେଖିଲେଇ କାଇଁ ଯାଉଛି ମରି
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ଲା ଲା ଲା ଲା ଲା ଲା ଲା
ହୋ ହୋ ହୋ ତୋ Dress କୁ ଦେଖି ଦେଖି ମୁଁ ଆଜି କାଲି
କାଇଁ ପିନ୍ଧୁଛି ସେଇ ରଙ୍ଗକୁ Match କରି
ଓ ହୋ ହୋ ଯଉ ରଙ୍ଗ ଟା ବେସି ଭଲ ପାଉ ବୋଲି
ସେଇ ରଙ୍ଗ ରେ ଏତେ କାଇଁ ଖେଳେ ହୋଲି
ଦୁହେଁ ବୋଧେ ଦୁହିଁଙ୍କ ପାଇଁ
ଭାବୁଛେ କି କହିବ ପାଇଁ
ବାହାନା କରି
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
ତୁ ମୋ LOVE ଷ୍ଟୋରୀ
Credits
Writer(s): Prem Anand
Lyrics powered by www.musixmatch.com
Link
Other Album Tracks
- Tu Mo Love Story - 2 Title Track
- Tu Buni Heigalu Mo Bata Sara
- To Dhadkan Ra Dhun
- Tike Tike Friendship
- Feel Karuchhi
- Holi Re Prema Chhita
All Album Tracks: Tu Mo Love Story - 2 (Original Motion Picture Soundtrack) >
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Achinha Premika - Single
- Nisthura Hrudaya - Single
- To Duare Mu Desi Kukura - Single
- Jibanare Jibana - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.