To Dhadkan Ra Dhun

I feel you, I feel you
I miss you, I miss you
I love you, I love you
ସାଥିରେ, ସାଥିରେ

ମୁଁ ହଜିଯାଇଛି, ହଜିଯାଇଛି
ମୁଁ ଭିଜିଯାଇଛି, ଭିଜିଯାଇଛି

ତୋ ଭିଜା-ଭିଜା ସ୍ମୃତିରେ

ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ

ଭଲ ପାଇବାର ପୃଥିବୀ ଉପରେ
ପାଦ ମୋ ଯାଇଛି ପଡ଼ି
ତୋ ବିନା ଜୀବନ ଚିରା କାଗଜଟେ
ପବନରେ ଯାଏ ଉଡି

ତତେ ଭାବୁ-ଭାବୁ ତରଳି ଯାଏ ମୁଁ
ଯେମିତି ମହମବତୀ
ଯେତେ ଦୂରେ ଥିଲେ ତୋ ନିଃଶ୍ୱାସରେ
ତାତି ଯାଏ ସାରା ରାତି

କେବେ ଉଡ଼ିଯାଉଛି
କେବେ ପଡିଯାଉଛି

ମୋର ଇଏ କି ପରିସ୍ଥିତି ରେ?

ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ

ଆଜିକାଲି ଆଉ ଏକା ରହିବାକୁ
ନିଜଠି ବିଶ୍ୱାସ ନାହିଁ
ଇଛା ହୁଏ ଖାଲି ବାଟ ଚାଲିବାକୁ
ହେଇ ତୋ ଦେହର ଛାଇ

ଆଜିକାଲି ଆଉ ସ୍ଵପ୍ନ ଦେଖିବାକୁ
ରାତି ମୋର ଦରକାର ନାହିଁ
ଖୋଲା ଆଖିରେ ବି ସପନ ଆସଇ
ତତେ ହିଁ ସାଥିରେ ନେଇ

ମୁଁ ଝରିଯାଉଛି
ମୁଁ ଖେଳିଯାଉଛି

ମୋର ଇଏ କି ଅନୁଭୁତି ରେ?

ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ
ତୋ धड़कन ର धुन ମୋ ଛାତିରେ



Credits
Writer(s): Prem Anand
Lyrics powered by www.musixmatch.com

Link