Hum Sukanya

(ଧିନ୍ଧି-ନାନା-ଧିନ୍)
(ଧିନ୍ଧି-ନାନା-ଧିନ୍)
ଆ-ଆ-ଆ-ଆ-ଆ (ଧିନ୍ଧି-ନାନା-ଧିନ୍) (ଧିନ୍ଧି-ନାନା-ଧିନ୍)
ଆ-ଆ-ଆ-ଆ-ଆ (ଧିନ୍ଧି-ନାନା-ଧିନ୍) (ଧିନ୍ଧି-ନାନା-ଧିନ୍)
ଆ-ଆ-ଆ-ଆ-ଆ (ଧିନ୍ଧି-ନାନା-ଧିନ୍) (ଧିନ୍ଧି-ନାନା-ଧିନ୍)

ହଁ, ମୁଁ ସୁକନ୍ୟା, ନୁହେଁ ଅନନ୍ୟା
ନୁହେଁ ମୁଁ ପରୀ, ନୁହେଁ ରାଜକନ୍ୟା

ହଁ, ମୁଁ ସୁକନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ଅନନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ମୁଁ ପରୀ (ଧିନ୍ଧି-ନାନା-ଧିନ୍)
ନୁହେଁ ରାଜକନ୍ୟା (ଧିନ୍ଧି-ନାନା-ଧିନ୍)

ଯଦି ନାଆ ଧରି, ଡ଼ାକ ଥିରି-ଥିରି
ସେ ଡ଼ାକରେ ଯିବ ଭରି ହୃଦୟେ ମୋ ଯୋଛନା (ଧିନ୍ଧି-ନାନା-ଧିନ୍)

ହଁ, ମୁଁ ସୁକନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ଅନନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ମୁଁ ପରୀ (ଧିନ୍ଧି-ନାନା-ଧିନ୍)
ନୁହେଁ ରାଜକନ୍ୟା (ଧିନ୍ଧି-ନାନା-ଧିନ୍)

ମୁଁ ନୁହେଁ ଶିଳ୍ପୀ, ହାତେ ଅଙ୍କା କଳ୍ପନା
(ଧିନାନା ଧିନ୍-ଧିନାନା-ଧିନାନା ଧିନ୍-ଧିନାନା ଧିନ୍-ଧିନ୍-ନା-ନା)

ମୁଁ ନୁହେଁ ଶିଳ୍ପୀ, ହାତେ ଅଙ୍କା କଳ୍ପନା
ମୁଁ ନୁହେଁ କବିତାରେ ଲେଖା ଯିବା କଳ୍ପନା

ଜାଣେନା (ଆ-ଆ-ଆ)
କାହିଁକି? (ଆ-ଆ-ଆ)
କଉଠି (ଆ-ଆ-ଆ)
ପାଇକି (ଆ-ଆ-ଆ)
ଝିରି-ଚଝିରି ଶ୍ରାବଣେ ମନ ଆନମନା

ହଁ, ମୁଁ ସୁକନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ଅନନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ମୁଁ ପରୀ (ଧିନ୍ଧି-ନାନା-ଧିନ୍)
ନୁହେଁ ରାଜକନ୍ୟା (ଧିନ୍ଧି-ନାନା-ଧିନ୍)

(ଦେରେନାନା-ଧିନତାନା-ନା-ନା-ନା)
(ଦେରେନାନା-ଧିନତାନା-ନା-ନା-ନା)

ମୁଁ ନୁହେଁ ବୀଣାରେ
ବାଜୁଥିବା କଉ ତାର
(ଧିନାନା ଧିନ୍-ଧିନାନା-ଧିନାନା ଧିନ୍-ଧିନାନା ଧିନ୍-ଧିନ୍-ନା-ନା)

ମୁଁ ନୁହେଁ ବୀଣାରେ
ବାଜୁଥିବା କଉ ତାର
ମୁଁ ନୁହେଁ କାହା ମନେ ଭଲପାଇବା ଝର

ବୁଝିନି (ଆ-ଆ-ଆ)
ନିଷ୍ଠୁର (ଆ-ଆ-ଆ)
ଏବେବି (ଆ-ଆ-ଆ)
ଆତୁର (ଆ-ଆ-ଆ)
ଦୂରେ-ଦୂରେ କାହିଁ କରେ ହୃଦୟ ଆନମନା?

ହଁ, ମୁଁ ସୁକନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ଅନନ୍ୟା (ଧିନ୍ଧି-ନାନା-ଧିନ୍)
ନୁହେଁ ମୁଁ ପରୀ (ଧିନ୍ଧି-ନାନା-ଧିନ୍)
ନୁହେଁ ରାଜକନ୍ୟା (ଧିନ୍ଧି-ନାନା-ଧିନ୍)

ଯଦି ନାଆ ଧରି, ଡ଼ାକ ଥିରି-ଥିରି
ସେ ଡ଼ାକରେ ଯିବ ଭରି ହୃଦୟେ ମୋ ଯୋଛନା (ଧିନ୍ଧି-ନାନା-ଧିନ୍)



Credits
Writer(s): Swarup Nayak, Venkatesh Duggubati
Lyrics powered by www.musixmatch.com

Link