Chiradina Andhare

ହୁଁହୁଁ-ହୁଁ-ହୁଁହୁଁ-ହୁଁ
ହୁଁହୁଁ-ହୁଁ-ହୁଁହୁଁ-ହୁଁ
ଲାଲା-ଲାଲା-ଲା-ଲାଲା
ଲାଲା-ଲା-ଲା

ଚିରଦିନ ଅନ୍ଧାରେ
କଟିଲା ଏ ଜୀବନ
କେହିତ ପ୍ରଦୀପ ହାତେ ପାଖକୁ ଆସିନି

ଦୂରରୁ ତ ଦେଖିଛି ପୂର୍ଣ୍ଣିମା ରାତି ମୁଁ
କେବେ ତ ମୋ ଘରେ ଜ୍ୟୋସ୍ନା ଫୁଟିନି

ଚିରଦିନ ଅନ୍ଧାରେ
କଟିଲା ଏ ଜୀବନ
କେହିତ ପ୍ରଦୀପ ହାତେ ପାଖକୁ ଆସିନି

(ଲା-ଲା-ଲା-ଲା-ଲା-ଲା)
(ଲା-ଲା-ଲା-ଲା-ଲା-ଲା)
(ଲା-ଲା-ଲା-ଲା-ଲା-ଲା)
(ଲା-ଲା-ଲା-ଲା-ଲା-ଲା)

ଜାଣେ ମୋ ମନ ଯାହା
ଚାହେଁ ସେ ତ ପାଏନା
କିଏ ସୁଖି ହୁଏ, କିଏ ସୁଖି ହୋଇ ପାରେନା

ଜାଣେ ମୋ ମନ ଯାହା
ଚାହେଁ ସେ ତ ପାଏନା
କିଏ ସୁଖି ହୁଏ, କିଏ ସୁଖି ହୋଇ ପାରେନା

ତେବେ କିଆଁ ଦି ଆଖିରୁ ଏତେ ଶ୍ରାବଣ ଝରେ?
ଝରେ, ଝରେ, ଝରେ ମୋ ଅନ୍ତରେ

ଚିରଦିନ ଅନ୍ଧାରେ
କଟିଲା ଏ ଜୀବନ
କେହିତ ପ୍ରଦୀପ ହାତେ ପାଖକୁ ଆସିନି

ସ୍ନେହ, ଭଲପାଇବା, ଏ ତ ମନ ଜାଣେନା
ମମତାର ଛୁଆଁ କି, ଏଇ ମନ ବୁଝେନା
ସ୍ନେହ, ଭଲପାଇବା, ଏ ତ ମନ ଜାଣେନା
ମମତାର ଛୁଆଁ କି, ଏଇ ମନ ବୁଝେନା

ହାଏରେ, ଯଦି ପଛୁ କିଏ, କେବେ କିଏ ଡାକେ
ଡାକେ, ଡାକେ, ଡାକେ ମୋ ନାଆଁ ରେ

ଚିରଦିନ ଅନ୍ଧାରେ
କଟିଲା ଏ ଜୀବନ
କେହିତ ପ୍ରଦୀପ ହାତେ ପାଖକୁ ଆସିନି

ଦୂରରୁ ତ ଦେଖିଛି ପୂର୍ଣ୍ଣିମା ରାତି ମୁଁ
କେବେ ତ ମୋ ଘରେ ଜ୍ୟୋସ୍ନା ଫୁଟିନି



Credits
Writer(s): Swarup Nayak, Venkatesh Duggubati
Lyrics powered by www.musixmatch.com

Link