Dehare Jebe Perfume Pakae

ଦେହରେ ଯେବେ perfume ପକାଏ
ପବନ ହୁଏ ଦୁଷ୍ଟ
ଓଠରେ ଯେବେ lipstick ଲଗାଏ
ଫଗୁଣ ହୁଏ ଦୁଷ୍ଟ

ହଁ, ଘରୁ ବାହାରିଲେ ବୋଉ ମୋ ରାଗେ, ମୋଡି ଦିଏ ମୋ କାନ

Tiktok Tiktok ମନ ମୋର
Tiktok Tiktok ମନ
Tiktok Tiktok ମନ ମୋର
Tiktok Tiktok ମନ

Tring tring phone ଯେବେ ବାଜିଯାଏ କେବେ କେବେ
ବୋଉ କହେ କିଏ ସେ ପିଲା
Hello hello କହୁ-କହୁ doubt ଭାରି କରେ ବୋଉ
ମୋ ସାଥିରେ କରି ଝାମେଲା

ହଁ, Tring tring phone ଯେବେ ବାଜିଯାଏ କେବେ କେବେ
ବୋଉ କହେ କିଏ ସେ ପିଲା
Hello hello hello କହୁ-କହୁ doubt ଭାରି କରେ ବୋଉ
ମୋ ସାଥିରେ କରି ଝାମେଲା

ହଁ, ପାଦେ-ପାଦେ ମତେ ଜଗିଛି ବୋଉ ହେଲାଣି କିଛି ଦିନ

Tiktok Tiktok ମନ ମୋର
Tiktok Tiktok ମନ
Tiktok Tiktok ମନ ମୋର
Tiktok Tiktok ମନ

College ଗଲେ ପଢିବାକୁ ଭାଇ ଯାଏ ଛାଡିବାକୁ
ବୋଉ ମତେ ଛାଡୁନି ଏକା
ଖୋଲିଲେ ମୁଁ facebook କହେ ଦେଇ angry look
କ'ଣ କରୁଛୁ ଦେଖା

ହଁ, College ଗଲେ ପଢିବାକୁ ଭାଇ ଯାଏ ଛାଡିବାକୁ
ବୋଉ ମତେ ଛାଡୁନି ଏକା
ଖୋଲିଲେ ମୁଁ facebook କହେ ଦେଇ angry look
କ'ଣ କରୁଛୁ ଦେଖା

ହଁ, ଏତେ ହଇରାଣ କଲା ଯେ ମତେ ଆସି ଏ ଯଉବନ

Tiktok Tiktok ମନ ମୋର
Tiktok Tiktok ମନ
Tiktok Tiktok ମନ ମୋର
Tiktok Tiktok ମନ



Credits
Writer(s): Arun Kumar Mantri, Manmath Mishra
Lyrics powered by www.musixmatch.com

Link