Phursat Re Uparwala-Viral-2

ଫୁରୁସତରେ ଉପରବାଲା ବନେଇଥିଲା ନାରୀ
କାହାକୁ କଲା କାଳୀ, ସାବେନି, କାହାକୁ କଲା ଗୋରୀ
ଫୁରୁସତରେ ଉପରବାଲା ବନେଇଥିଲା ନାରୀ
କାହାକୁ କଲା କାଳୀ, ସାବେନି, କାହାକୁ କଲା ଗୋରୀ

Cool-cool, ଚେହେରା cool
ଲାଗନ୍ତି ସିନା beautiful

ହେଲେ ତାଙ୍କର ହିସାବ ଭାଇ कोई नहीं पाया

What is this?
This is ମାୟାରେ ବାୟା (oh yeah)
What is this?
This is ମାୟାରେ ବାୟା (oh yeah)
What is this?
This is ମାୟାରେ ବାୟା (oh yes)
What is this?
This is ମାୟାରେ ବାୟା

नीली-नीली आंखों, काले-काले जुल्फो बाली
ଛାତିଟାକୁ hurt କରେ ହାଏ ତାଙ୍କ ମଟକା ଚାଲି
ହାଏ lipstick ମାର୍କା ହସରୁ ଝରେ honey
ଟିକେ ହସିଦେଇ ସାରିଦେବେ ସବୁ money

Moon-moon, face moon
୧୦୦ କୁ ସିଏ କରନ୍ତି ଶୂନ

ନାହିଁ କେ ଜଣେ ତାଙ୍କ ପଛରେ ହେଇନାହିଁ ଥେୟା

What is this?
This is ମାୟାରେ ବାୟା (oh yeah)
What is this?
This is ମାୟାରେ ବାୟା (ok, ok)
What is this?
This is ମାୟାରେ ବାୟା (oh, oh)
What is this?
This is ମାୟାରେ ବାୟା (that's alright)



Credits
Writer(s): Baidyanath Dash
Lyrics powered by www.musixmatch.com

Link