Na Na jalana Nian Mana Re

ନା' ନା' ଜଳାନା ଆଉ ନିଆଁ ମନରେ
ନା' ନା' ଭିଜାନା ଆଉ ଆଖି ଲୁହରେ

ମନ ମୋ ଜଳିଲେ, ଆଖି ମୋ ଭିଜିଲେ
ତତେ କି ସୁଖ ମିଳିବ କହରେ? ହୋ

ନା' ନା' ଜଳାନା ଆଉ ନିଆଁ ମନରେ
ନା' ନା' ଭିଜାନା ଆଉ ଆଖି ଲୁହରେ

ଜିଇଁବାର କାରଣ ଥିଲୁ ମୋର ତୁ
ତୋ ବିନା ଏ ଜୀବନ କେମିତି ଜିଇଁବି ମୁଁ
ହୁଁ, ନିଦ ବିନା ସପନ ଦେଖେଇଲୁ ତୁ
ତୁ ନାହୁଁ ସେ ସପନ କେମିତି ଦେଖିବି ମୁଁ

ଜୀବନ ହାରିଲେ, ସପନ ସରିଲେ
ତତେ କି ସୁଖ ମିଳିବ କହରେ? ହୁଁ

ନା' ନା' ଜଳାନା ଆଉ ନିଆଁ ମନରେ
ନା' ନା' ଭିଜାନା ଆଉ ଆଖି ଲୁହରେ

ମନ ମତେ ମାଗୁଛି ଗୋଟେ ଉତ୍ତର
କଲା ଯେ ଅବିଚାର
ସେ କିବା ତୋ ନିଜର

ହୋ, ମନ କାହୁଁ ବୁଝିବ
ତୁ କିଏ ମୋର
ନାବିକ ଟେ ହେଲେ ମୁଁ
ତୁ ମୋ ବତୀଘର

ନିଜର ନ କରି, ସାତପର କରି
ତତେ କି ସୁଖ ମିଳିବ କହରେ? ହୋ

ନା' ନା' ଜଳାନା ଆଉ ନିଆଁ ମନରେ
ନା' ନା' ଭିଜାନା ଆଉ ଆଖି ଲୁହରେ
ନା' ନା' ଜଳାନା ଆଉ ନିଆଁ ମନରେ
ନା' ନା' ଭିଜାନା ଆଉ ଆଖି ଲୁହରେ



Credits
Writer(s): Abinash Mishra
Lyrics powered by www.musixmatch.com

Link