To Sana Bhauni Bebina

ବେବିନା ଲୋ ବେବିନା
ଦିଲ୍ ଦବୁ କି ଦବୁନା?

ବେବିନା ଲୋ ବେବିନା, ଦିଲ୍ ଦବୁ କି ଦବୁନା?
Final କଥା କହୁଛି ମୁଁ ଶୁଣିଯା ଥରେ

ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ
ହଁ, ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ
ହଁ, ରାତିସାରା ତୋ ପାଇଁକି ଛଟର-ପଟର ହଉଛି ମୁଁ
କେତେ କରିବି ଲୋ chatting
ତୋ ସାନ ଭଉଣୀ ଗେହ୍ଲେଇ ରାଣୀ କୁଲୁ-କୁଲୁ-କୁଲୁ ହେଇ ମଲାଣି
ହବାକୁ ମୋ ସାଥେ setting

ବେବିନା ଲୋ ବେବିନା, प्यार ନବୁ କି ନବୁ ନା?
ବେବିନା ଲୋ ବେବିନା, प्यार ନବୁ କି ନବୁ ନା?
Final କଥା କହୁଛି ମୁଁ ଶୁଣିଯା ଥରେ

ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ
ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ
ଆଲୋ, Love ର ଆଉ sim card କାହାର ଏଠି single ନାହିଁ
ରଖିଲେଣି ସବୁ double double
ତୋ ସାନ ଭଉଣୀ ପୁଚକିବାଲି, ନୂଆ ନୂଆ college ବାଲି
ଚେହେରାଟା ପୁରା marble

ବେବିନା ଲୋ ବେବିନା, ମୋର କି ହବୁ ନା?
ଆଲୋ, ବେବିନା ଲୋ ବେବିନା, ମୋର କି ହବୁ ନା?
Final କଥା କହୁଛି ମୁଁ ଶୁଣିଯା ଥରେ

ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ
ତୋ ସାନ ଭଉଣୀ ଅଛି ମୋର friend list ରେ
ହୁଳହୁଳି ପକେଇ ଦେବି ରାତି ଅଧରେ



Credits
Writer(s): Abhijeet Majumdar, Nirmal Nayak
Lyrics powered by www.musixmatch.com

Link