Hai Mor Dil

ବିଚରା ମନଟା ଆଉଟୁ-ପାଉଟୁ, କହୁଛି ବର୍ଷାରେ ଭିଜିବି
ପ୍ରେମିକା ଗୋଟିଏ ଖୋଜିବି
ପୁଣି ଥରେ ଭଲ ପାଇବି

ହେଲେ ଚଷମାରେ ମୋର ଧୂଳି ଜମିଲାଣି
ବୟସଟା ମତେ ମୁହଁ ମୋଡ଼ିଲାଣି
ବୁଝିବାକୁ ଲାଗେ ମୁସ୍କିଲ୍

ହାଏ-ହାଏ-ହାଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ହାଏ-ହାଏ-ହାଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ହାଏ ମୋ ଦିଲ୍
ମନ ଖୋଜେ ସେଇ କୃଷ୍ଣଚୂଡ଼ା ଗଛ
ମନ ଖୋଜେ ସେଇ କୃଷ୍ଣଚୂଡ଼ା ଗଛ
ଆଉ ସେ ଶ୍ରାବଣ ସନ୍ଧ୍ୟା
ପ୍ରେମିକା ପାଇଁକି ବସେଇ ଦେବାକୁ ଚିଠିର କାଗଜ ଡ଼ଙ୍ଗା

ମନ ଖୋଜେ ସେଇ କୃଷ୍ଣଚୂଡ଼ା ଗଛ
ଆଉ ସେ ଶ୍ରାବଣ ସନ୍ଧ୍ୟା
ପ୍ରେମିକା ପାଇଁକି ବସେଇ ଦେବାକୁ ଚିଠିର କାଗଜ ଡ଼ଙ୍ଗା

ହେଲେ ଚିଠି ଲେଖିବାକୁ ହାତ ଥରିଲାଣି
ଜହ୍ନ ଆଲୁଅ ବି ଝାପ୍ସା ଦିଶିଲାଣି
ବୁଝିବାକୁ ଲାଗେ ମୁସ୍କିଲ୍

ହାଏ-ହାଏ-ହାଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ଓଏ-ହୋଏ-ହୋଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ହାଏ ମୋ ଦିଲ୍
ମନ ଖୋଜେ ସେଇ ଶୀତୁଆ ସକାଳ
ମନ ଖୋଜେ ସେଇ ଶୀତୁଆ ସକାଳ
ଆଉ ସେ ଲାଜେଇ ଝିଅ
ପଲକରେ ମୋର ଲୁଚେଇ ଦେବାକୁ ତାର ସେ ଅଝଟି ମୁହଁ

ହଁ, ମନ ଖୋଜେ ସେଇ ଶୀତୁଆ ସକାଳ
ଆଉ ସେ ଲାଜେଇ ଝିଅ
ପଲକରେ ମୋର ଲୁଚେଇ ଦବାକୁ ତାର ସେ ଅଝଟି ମୁହଁ

ହେଲେ ଆଇନା ବି ମତେ ଇଶାରା ଦେଲାଣି
ବୟସର ରଙ୍ଗ ଫିକା ପଡ଼ିଲାଣି
ବୁଝିବାକୁ ଲାଗେ ମୁସ୍କିଲ୍

ହାଏ-ହାଏ-ହାଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ହୋଏ-ହୋଏ-ହୋଏ, ଦିଲ୍-ଦିଲ୍-ଦିଲ୍, ଦିଲ୍-ଦିଲ୍-ଦିଲ୍
ଦିଲରେ ଏବେବି ସେ thrill, ହାଏ ମୋ ଦିଲ୍
ହାଏ ମୋ ଦିଲ୍

ହାଏ ମୋ ଦିଲ୍
ହାଏ ମୋ ଦିଲ୍
ହାଏ ମୋ ଦିଲ୍



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link