Aji Kain Mate Re

ଆଜି କାଇଁ ମତେରେ
ଭଲ ଲାଗେ ଏତେରେ
ଆଜି କାଇଁ ମତେରେ
ଭଲ ଲାଗେ ଏତେରେ
ଜାଣିହୁଏ ନାହିଁ କିଛିରେ

ବିନା ଛୁଆଁରେ
କେବେ ସ୍ୱପ୍ନରେ, କେବେ ସତରେ, କେବେସାମ୍ନାରେ ଆସୁରେ
କେବେ ଉଡୁଛି, କେବେ ପଡୁଛି, କେବେ ଝୁଣ୍ଟୁଛି ରାସ୍ତାରେ

ଆଜି କାଇଁ ମତେରେ
ବିନାକିଛି ସର୍ତରେ କହିବାକୁ ଇଚ୍ଛା ହୁଏରେ
ତୋ ଆଗରେ, ଓ ସାଥିରେ ତୋ ବିନାରେ ଭଲଲାଗେନା କିଛିରେ
କେବେ ଆସିବୁ, ପାଖେ ବସିବୁ, ହାତ ରଖିବୁ ହାତରେ

ହେ-ହେ-ହେ
ହା-ହା-ହା

ହା, ବରଷା ଆଜି ମଜାତ ଲାଗେ ଉଷୁମ ଲାଗେ ଶୀତ
ତୋରି ପାଇଁ ସହରସାରା ବସିଛି ଫୁଲହାଟ
ହା, ବରଷା ଆଜି ମଜାତ ଲାଗେ ଉଷୁମ ଲାଗେ ଶୀତ
ତୋରି ପାଇଁ ସହରସାରା ବସିଛି ଫୁଲହାଟ

ଆଜି କାଇଁ ମତେରେ
ଝୁମିବାକୁ ଇଛାରେ
ଆଜି କାଇଁ ମତେରେ
ଝୁମିବାକୁ ଇଛାରେ
ସାରା ଦିନ, ସାରା ରାତିରେ

ତୋ ସାଥିରେ
ବିନା ନିଶାରେ, ବିନା ଈର୍ଷାରେ, ବିନା ଚର୍ଚ୍ଚାରେ ସାଥିରେ
କେବେ ଫୁଲରେ, କେବେ କଣ୍ଟାରେ, ମେଘର ଦୋଳିରେ

ଜୀବନ ଆଜି ସୁନ୍ଦର ଲାଗେ ସତେକି ତୋ ପାଇଁ
ଯୁଆଡେ ଗଲେ ଯଉଠି ଥିଲେ ଡ଼ାକୁଛି ତୋ ଛାଇ
ହୋ, ଜୀବନ ଆଜି ସୁନ୍ଦର ଲାଗେ ସତେକି ତୋ ପାଇଁ
ଯୁଆଡେ ଗଲେ ଯଉଠି ଥିଲେ ଡାକୁଛି ତୋ ଛାଇ

ଆଜି କାଇଁ ମତେରେ
ଚାଲିବାକୁ ଇଛାରେ
ହା, ଆଜି କାଇଁ ମତେରେ
ଚାଲିବାକୁ ଇଛାରେ
ଦୁହେଁ ମିଶି ଗୋଟେ ଛତାରେ

ତୋ ସାଥିରେ
କେବେ କହିବୁ, କେବେ ଶୁଣିବୁ, କେବେ ଡାକିବୁ ସାଥିରେ
କେବେ ଆସିବୁ, ଟିକେ ହସିବୁ, ମନ ବୁଝିବୁ ମିତରେ
ଓ ସାଥିରେ, ତୋ ବିନାରେ, ଭଲ ଲାଗେନା କିଛିରେ
କେବେ ଆସିବୁ, ପାଖେ ବସିବୁ, ହାତ ରଖିବୁ ହାତରେ



Credits
Writer(s): Prem Anand
Lyrics powered by www.musixmatch.com

Link