Haire Haire

ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ହଜାରେ ଜନମକୁ ଦୁହିଁକ ଯୋଡ଼ି (ହଜାରେ ଜନମକୁ ଦୁହିଁକ ଯୋଡ଼ି)
ଉପରବାଲା ସତ ଦେଇଛି ଗଢ଼ି (ଉପର ବାଲା ସତ ଦେଇଛି ଗଢ଼ି)

ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ

କଲୁ କଉ କିମିଆଁ କହ?
ଭଲ ଲାଗେ ତୋରି ମୁହଁ
କଲୁ କଉ କିମିଆଁ କହ?
ଭଲ ଲାଗେ ତୋରି ମୁହଁ

ତୋ ପାଇଁ ସବୁ ଭୁଲିଯାଏ, ହାଏ, ହାଏ, ହାଏ

ହାଏରେ, ହାଏ-ହାଏ-ହାଏ
ମୁଁ ତୋର ପାଖେପାଖେ ଥାଏ

ଥିଲୁ ସତ କଉଠି କହ?
ସବୁଦିନେ ମୋ ପାଖେ ରହ
ଥିଲୁ ସତ କଉଠି କହ?
ସବୁଦିନେ ମୋ ପାଖେ ରହ

ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ

ହାଏରେ, ହାଏ-ହାଏ-ହାଏ
ହଁ, ମୁଁ ତୋର ପାଖେପାଖେ ଥାଏ

ଓଠ ମହୁ, ହସ ମହୁ
ମହୁଲି ନିଶା ତୋ ପ୍ରେମ
କେମିତି ଛାଡ଼ିବ ସେ ନିଶା କହ ମୋ?

ଗପ ମିଠା, ଗୀତ ମିଠା
ଦେଲୁ ତୁ ମିଠା ଜଖମ
ତୋ ପରି ଦୁନିଆଁରେ କେହି ନୁହଁ ମ

ଦୁନିଆଁ ସାରା, ଖୋଜିଲି ପରା
ପାଇଲି ନାହିଁ ତୋଠୁ ସୁନ୍ଦରୀ
ସୁନ୍ଦରୀ ଥିଲି, କି ପ୍ରେମ କଲି?
ସୁନ୍ଦରୀ ମୁଁ ଯେ ହେଲି ଆହୁରି

ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର
ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର

ବେହୋସ୍ ମୁଁ ଯେ ହୋଇଯାଏ, ହାଏ, ହାଏ, ହାଏ

ହାଏରେ, ହାଏ-ହାଏ-ହାଏ-ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ-ଚାହେଁ-ଚାହେଁ-ଚାହେଁ

ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଅତୁଟ ଏ ପ୍ରେମ ଡୋରି (ଅତୁଟ ଏ ପ୍ରେମ ଡୋରି)
ଏ ସାରା ଦୁନିଆଁ ହେଲେ ହଉ ବଇରୀ (ଏ ସାରା ଦୁନିଆଁ ହେଲେ ହଉ ବଇରୀ)
ପାରିବେନି କେହି କେବେ ଅଲଗା କରି (ପାରିବେନି କେହି କେବେ ଅଲଗା କରି)

ଥିଲି ଏକା, ହେଲୁ ଦେଖା
ଲେଖା ତ ହେଲା କାହାଣୀ
ମିଶିଲା ଚାହାଣିରେ ଚୋରା-ଚାହାଣି

ଦେଲୁ ମନ, ନେଲୁ ମନ
ଝିଅ ତୁ ବଡ଼ ସିଆଣି
ଛାଡୁନୁ ମୋତେ ଆଉ ଧରିଛୁ ଟାଣି

ଧରିଛି ଟାଣି, ମୁଁ ତୋର ରାଣୀ
ଯିବୁନି ଛାଡ଼ି ତୁ ମୋ ଚଗଲା ରାଜା
କୁଆଡେ ଯିବି? କାହିଁକି ଯିବି?
ତୋ ସାଥେ ଜୀବନଟା ଲାଗୁଛି ମଜା

ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ
ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ

ସାଥୀ ତୁ ଶହେ ଜନମ ଯାଏ, ହାଏ, ହାଏ, ହାଏ

ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ

କଲୁ କଉ କିମିଆଁ କହ?
ଭଲ ଲାଗେ ତୋରି ମୁହଁ

ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ

ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)

ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ସତ ଲାଗେ ଗପ ପରି (ସତ ଲାଗେ ଗପ ପରି)
ଜଣେ ବୁଝେ କଥା ଜଣେ କହିଲେ ଠାରି (ଜଣେ ବୁଝେ କଥା ଜଣେ କହିଲେ ଠାରି)
ରହିବାକୁ ଇଚ୍ଛା ଟିକେ ବସା ଟେ କରି (ରହିବାକୁ ଇଚ୍ଛା ଟିକେ ବସା ଟେ କରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)



Credits
Writer(s): Prem Anand
Lyrics powered by www.musixmatch.com

Link