Na Re Na Re M

ନା ରେ, ନା ରେ ଟିକେ ରହରେ
ଚାଲିଯାନା ତୁ ଏକା କରି
ନା ରେ, ନା ରେ ଟିକେ ରହରେ
ଚାଲିଯାନା ତୁ ଏକା କରି

କଥା ଥିଲା ଫୁଲସେଜ ଆମ ପାଇଁ ହବ ସଜ
ସୋଇଗଲୁ କେମିତି ମୋତେ ପାସୋରି

ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ

ତୁ ଆଉ ମୁଁ ଥିଲେ ତ ଆମେ ଗୋଟିଏ ଜୀବନ, ଗୋଟିଏ ଜୀବନ
ତୁ ଥୀଲୁ ମୋର ଆତ୍ମା, ମୁଁ ଥିଲି ତୋର ପ୍ରାଣ, ଥିଲି ତୋର ପ୍ରାଣ
ଜୀବନ ମୋର ଦେଲା ଧୋକା
ତୋବିନା ସବୁ ଲାଗେ ଫିକା
ଜିଇଁଥାଉ ଥାଉ ମୁଁ ଯାଇଛି ମରି

ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ

ସପନେ ଥିଲୁ ଜୀବନେ ଆସି ହେଲୁ ତୁ ସପନ, ହେଲୁ ତୁ ସପନ
ତଥାପି ଆମ ପ୍ରେମ ଅମର ଅତୁଟ ବନ୍ଧନ, ଅତୁଟ ବନ୍ଧନ
ବେଳେ ବେଳେ ମୁଁ ଚାହିଁ ଦେଖେ ଅଛୁ ତୁ ମୋର ପାଖେ-ପାଖେ
ବେଳେ ବେଳେ ଲାଗେ ଯାଇଛୁ ତୁ ବୁଡି

ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ



Credits
Writer(s): Prem Anand
Lyrics powered by www.musixmatch.com

Link