Baby - Sad Version

ପାରିବେନି କେବେ କେହି ଅଲଗା କରି
ତୋ ସାଥିରେ ବନ୍ଧା ମୋର ଜୀବନ ଡୋରି
ଆଖି ସିନା ତୋର ହେଲେ ସପନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ମୋ ପାଦ ପକେଇ ଦେବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby



Credits
Writer(s): Arun Mantri, Prem Anand
Lyrics powered by www.musixmatch.com

Link