Goldeniya Chumma

ହାଏଲୋ ତୋର ଗୋଲଡ଼େନିଆଁ ଚୁମ୍ମା
ଏ heart ମୋର କାଢିନଉଛି ଚିରିଦେଇ ଜାମା

ହାଏଲୋ ତୋର ଗୋଲଡ଼େନିଆଁ ଚୁମ୍ମା
ଏ heart ମୋର କାଢିନଉଛି ଚିରିଦେଇ ଜାମା
ମୋର ବିମା ହେଇନିଲୋ ଏତେ ଝାମା କରନିଲୋ
ଯାହା ଘଟିବ ଘଟିଯାଉ ଡେଇଁବି ସୀମା

ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା

ଦିଲ, ଦିଲ, ଦିଲ, ଦିଲ, ଭିତରେ
ଚିପିକି ଗଲୁ ତୁ ଯେବେରେ
ମୋ ଭିତରେ ନାହିଁ ଆଉ ମୁଁ, ହଁ ମୁଁ
Ting, ting, ting, ting ଏଇ ଛାତିରେ
ଘଣ୍ଟି ବାଜୁଛି ତୋ ନାଁରେ
କି ଯାଦୁ ସତେ କରିଦେଲୁ ତୁ, ହଁ ତୁ, ହଁ ତୁ, ତୁ, ତୁ, ତୁ
ଦିଲ, ଦିଲ, ଦିଲ, ଦିଲ, ଭିତରେ
ଚିପିକି ଗଲୁ ତୁ ଯେବେରେ
ମୋ ଭିତରେ ନାହିଁ ଆଉ ମୁଁ, ହଁ ମୁଁ
Ting, ting, ting, ting ଏଇ ଛାତିରେ
ଘଣ୍ଟି ବାଜୁଛି ତୋ ନାଁରେ
କି ଯାଦୁ ସତେ କରିଦେଲୁ ତୁ, ହଁ ତୁ

ମିଠା touch ପାଇ ତୋର, free charge ହୁଏ ମୋର
ତୋ ପାଇଁକି ନାଚିଯାଏ ୟମା, ୟମା

ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା

Lazy lazy ମନ cray ହେଲାଣି
Day night ଭୁଲି ଗଲାଣି
DJ ବଜେଇ ଘରକୁ ତୋର ନେ, ହଁ ନେ
Wait କରିଯା ହଉ December
Honymoon ନେବି ତତେ Singapur
ଏବେଠୁ ଖାଲି testing प्यार ଦେ, ହଁ ଦେ, ଦେ, ଦେ
Lazy lazy ମନ cray ହେଲାଣି
Day night ଭୁଲି ଗଲାଣି
DJ ବଜେଇ ଘରକୁ ତୋର ନେ, ହଁ ନେ
Wait କରିଯା ହଉ December
Honymoon ନେବି ତତେ Singapur
ଏବେଠୁ ଖାଲି testing प्यार ଦେ, ହଁ ଦେ

ଚାଲ selfie ଆମେ ନେବା ତାକୁ net ରେ ଛାଡ଼ିଦେବା
ଆମ ପ୍ରେମ ଚାରିଆଡେ ହଉ ହଙ୍ଗାମା

ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା
ହରେ କ୍ରିଷ୍ଣା ହରେ ରାମା



Credits
Writer(s): Baidyanath Das, Jayant Das
Lyrics powered by www.musixmatch.com

Link