Patei Janile

କରୀନା ହଉକି କ୍ୟାଟ୍ରିନା
ଆଲିଆ ହଉକି କଙ୍ଗନା

କରୀନା ହଉକି କ୍ୟାଟ୍ରିନା
ଆଲିଆ ହଉକି କଙ୍ଗନା
ଯେତେ ଝିଅ ସବୁ ଉପରେ ନଖରୀ ଭିତରେ ଖୋଜନ୍ତି ଦିୱାନା
କରୀନା ହଉକି କ୍ୟାଟ୍ରିନା
ଆଲିଆ ହଉକି କଙ୍ଗନା
ଯେତେ ଝିଅ ସବୁ ଉପରେ ନଖରୀ ଭିତରେ ଖୋଜନ୍ତି ଦିୱାନା
ଆମେ ଚାହିଁଲେ, ଆମେ ଚାହିଁଲେ ଜିଏବି ହେଲେ ଘଟଣା ଘଟିବ

ପଟେଇ, ପଟେଇ, ପଟେଇ ଜାଣିଲେ party ଝିଅଟା ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ, ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ

ଆରେ Facebook ବାଲି ଝିଅ ତାଙ୍କ photo ରେ like ଦିଅ
ରାତି 12 ଟାରେ କର chatting ଦେଖ ସକାଳକୁ ସିଏ fitting
ମୁହଁରେ କପଡା ବାଲି ତାଙ୍କ ହଜାରେ ଲଫଡ଼ା daily
ତାଙ୍କ scooty ରେ ପକାଅ ତେଲ, ସିଏ ଖୋଜିବେ ତମଠୁ ଗେଲ

ଅନୁଷ୍କା ହଉକି ଦୀପିକା
ଜ୍ୟାକଲିନ ହଉକି ପ୍ରିୟଙ୍କା

ଅନୁଷ୍କା ହଉକି ଦୀପିକା
ଜ୍ୟାକଲିନ ହଉକି ପ୍ରିୟଙ୍କା
Follow କରି ଦାନା ପକେଇଜାଣିଲେ ବନିଯିବେ ତୋର मासूका
ଆମେ ଚାହିଁଲେ, ଆମେ ଚାହିଁଲେ ପ୍ରେମ balloon ବଢିଆ ଫାଟିବ

ପଟେଇ, ପଟେଇ, ପଟେଇ ଜାଣିଲେ party ଝିଅଟା ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ, ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ

ଯେତେ ସବୁ କାଳିଝିଅ ତାଙ୍କୁ କାଜଲ, ବିପାଶା କୁହ
କାଳିଗାଈ କ୍ଷୀର ମିଠା ଖାଲି ଛୁଟିବ ପ୍ରେମର ସୁଅ

ଗୋରୀ, ଗୋରୀ, ଗୋରୀଝିଅ କାଚପରି ତାକୁ ଆଉଁସିବ ଆସ୍ତେକରି
Daily beauty-parlour ନିଅ ପୋଷା ମାନିବେ ବିଲେଇପରି

ସୋନମ ହଉକି ସୋନାକ୍ଷୀ
ସନ୍ନି ଲିୟନ କି ରାକ୍ଷୀ

ସୋନମ ହଉକି ସୋନାକ୍ଷୀ
ସନ୍ନି ଲିୟନ କି ରାକ୍ଷୀ
ସବୁପରା ଏଠି made in China handle କରିବା ଦେଖି
ଆମେ ଚାହିଁଲେ, ଆମେ ଚାହିଁଲେ ଛାତି ଭିତରେ ଗଟମ ଫୁଟିବ

ପଟେଇ, ପଟେଇ, ପଟେଇ ଜାଣିଲେ party ଝିଅଟା ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ, ପଟିବ
ପଟେଇ ଜାଣିଲେ party ଝିଅଟା ପଟିବ



Credits
Writer(s): Nirmal Nayak, Baidyanath Das
Lyrics powered by www.musixmatch.com

Link