Aashiqana

ଆହା... ହା...
अनजाना ଥିଲି ମୁଁ जाना अनजाना
ଦେଇଦେଲୁ ଠିକଣା
बचपना ଥିଲା ମୋ ପ୍ରେମ बचपना
କରିନେଲୁ ଆପଣା
Naughty-naughty ଏ ମନକୁ ମୋର
ହଁ ସଜାଡି଼ଲା ପ୍ରେମ ତୋର
ସେବେ ଠାରୁ ତୋବିନା ସବୁ ସୁନା ଲାଗେରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ

Crazy ତୋ ପାଇଁ crazy
ଭାବନା ତୋର କରିଛି ବେଶି
ହଜି ଯାଇଛି ହଜି
ନିଜକୁ ନିଜେ ପାଉନି ଖୋଜି
ତୋପାଇଁ କି ଓରେ साथिया
ହେଲି ହେଲିରେ ମୁଁ ଯୋଗିଆ
ତୋ ବିନା ଦଦ ଚିନ୍ହା
ଏ ଦୁନିଆ ଲାଗେରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ

ଝଲସା ତୋ ପ୍ରେମ ଝଲସା
ଜୀବନେ କଲା ମହୁ ବର୍ଷା
ଝାପ୍ସା ହସେ ମୁଁ ଝାପ୍ସା
କାଳେ କିଏ ସେ କରିବ ଇର୍ଷା
ଓ ମୋ ମନର माशूका
ଦେଖି ତୋ ପ୍ରେମର तरीका
ତୋ ପାଇଁ ତରଳୁଛି ମହମ ଏ ଛାତିରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ
दिल-जाना-आशिक़ाना ତୋ ପାଇଁରେ



Credits
Writer(s): Baidyanath Das, Bapu Goswami
Lyrics powered by www.musixmatch.com

Link