Mana Mayuri Mana Mayuri

ମନ-ମୟୁରୀ, ମନ-ମୟୁରୀ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ
ଯେଉଁ ମେଘ ଧରିଅଛି ଯେଉଁ ମେଘ ଧରିଅଛି ଅଙ୍ଗେ ଅଙ୍ଗେ ଷୋଳକଳାକୁ, ଷୋଳକଳାକୁ
ମନ-ମୟୁରୀ, ମନ-ମୟୁରୀ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ

ଭକତି ମହ୍ଲାର ରାଗେ ଭଜନ ଗାଇ
ନାଚୁଥିଲେ ସେ ମେଘରେ ଲୟ ଲଗାଇ
ଭକତି ମହ୍ଲାର ରାଗେ ଭଜନ ଗାଇ
ନାଚୁଥିଲେ ସେ ମେଘରେ ଲୟ ଲଗାଇ
ମନ-ମୟୁରୀ, ମନ-ମୟୁରୀ
ମନ-ମୟୁରୀ କରୁଣା ବରଷା ଧାରା ଯାଏ ଲୋ ଝରି
ମନ-ମୟୁରୀ କରୁଣା ବରଷା ଧାରା ଯାଏ ଲୋ ଝରି

ଲିଭାଇ ପାରେ ସେ ଧାରା ଲିଭାଇ ପାରେ ସେ ଧାରା
ଦୁନିଆଁ ର ଦୁଃଖ ଜ୍ଵାଳାକୁ, ଦୁଃଖ ଜ୍ଵାଳାକୁ

ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ

ଜଗତକୁ ଘୋଟିଛି ସେ ମେଘ ର ଛାୟା
ସରଜିଛି ଧରଣୀ ରେ ସବୁଜ ମାୟା
ଜଗତକୁ ଘୋଟିଛି ସେ ମେଘ ର ଛାୟା
ସରଜିଛି ଧରଣୀ ରେ ସବୁଜ ମାୟା
ମନ-ମୟୁରୀ, ମନମୟୁରୀ
ମନ-ମୟୁରୀ ସେ ମେଘ ସବୁରି ପୁଣି ନୁହେଁ କାହାରି
ମନ-ମୟୁରୀ ସେ ମେଘ ସବୁରି ପୁଣି ନୁହେଁ କାହାରି

ଦିବା ନିଶି ଭଜ ସେହି, ଦିବା ନିଶି ଭଜ ସେହି
ନବଘନ ଭାବ ଭୋଳା କୁ, ଭାବ ଭୋଳା କୁ

ମନ-ମୟୁରୀ, ମନ-ମୟୁରୀ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ

ଯେଉଁ ମେଘ ଧରିଅଛି ଯେଉଁ ମେଘ ଧରିଅଛି ଅଙ୍ଗେ ଅଙ୍ଗେ ଷୋଳକଳାକୁ, ଷୋଳକଳାକୁ
ମନ-ମୟୁରୀ, ମନ-ମୟୁରୀ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ
ମନ-ମୟୁରୀ ନୀଳ କନ୍ଦରେ ଅନା କଳାମେଘକୁ



Credits
Writer(s): Saroj Nanda, Alekh Bishwal
Lyrics powered by www.musixmatch.com

Link