Sunara Chadheyi

ସୁନାର ଚଢ଼େଇ ଉଡ଼ି-ଉଡ଼ି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି

ସେଇ ଖୁସି ନେଇ ହସେ ଆମ ଜୀବନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମତେ ତୁମ ପ୍ରୀତି-ବନ୍ଧନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆମ ଅଗଣାରେ
ଏମିତି ଫୁଲ ଫୁଟିବ
ତା ମହକେ ଛୋଟ ଆମ
ଦୁନିଆ ହସି ଉଠିବ

କୋଳରେ ଖେଳିବ ସେ କୁନି ଜହ୍ନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମତେ ତୁମ ପ୍ରୀତି-ବନ୍ଧନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ

ଚିକିମିକି ଦୁଇ ଆଖି
ଆଇନା ସେ ଯେ ଆମର
ଖିଲି-ଖିଲି ହସ ତୋର
ଫୁଲଠୁ ବେଶି ସୁନ୍ଦର

ଚାରି ଆଖିର ତୁ ଏକ ସପନ

ଝୁମି-ଝୁମି ତୋର ସାଥେ ନାଚେରେ ମନ (ଝୁମି-ଝୁମି ତୋର ସାଥେ ନାଚେରେ ମନ)
ଝୁମି-ଝୁମି ତୋର ସାଥେ ନାଚେରେ ମନ (ଝୁମି-ଝୁମି ତୋର ସାଥେ ନାଚେରେ ମନ)

ସୁନାର ଚଢ଼େଇ ଉଡ଼ି-ଉଡ଼ି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି

ସେଇ ଖୁସି ନେଇ ହସେ ଆମ ଜୀବନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ

ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି-ଝୁମି ତୁମ ସାଥେ ନାଚେ ମୋ ମନ



Credits
Writer(s): Amrendra Mohanty, Nizam
Lyrics powered by www.musixmatch.com

Link