Jhum Jhum

ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍
ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍

ମୋର ମନ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ

ଚଇତି ପବନ କାନି ଟାଣି କହୁଛି
ମୁଁ କାଳେ ମନେ ମନେ ଭଲ ପାଉଛି
ଖୋସାର ପରମା ଫୁଲ ନାଚି କହୁଛି
ମୁଁ କାଳେ ତା ପାଇଁ ଝୁରି ମରୁଛି

ରାତି ବଢ଼ି ବଢ଼ି ଯାଏରେ
ପାଦ ନାଚି ନାଚି ଯାଏରେ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ

ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍
ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍

କହିଲୁ ସଖି ଦେଖି ମୋ ଆଖି
ଆଖିରେ କିଏ ରହିଛି ଲାଖି
କିମିଆଁ କରି ମତେତ ସେଇ
ମନକୁ ମୋର ନେଲା ଚୋରେଇ

କହିଲୁ ସଖି ଦେଖି ମୋ ଆଖି
ଆଖିରେ କିଏ ରହିଛି ଲାଖି
କିମିଆଁ କରି ମତେତ ସେଇ
ମନକୁ ମୋର ନେଲା ଚୋରେଇ

ମଥାର ଟିକିଲି ତୋର ହସି କହୁଛି
ସିଂଥିର ସିନ୍ଦୁର ତୋର ପାଖେ ରହିଛି
କାନର ଝୁମୁକା ଗାଲ ଛୁଇଁ କହୁଛି
ଝୁଲି ଝୁଲି ଖୁସି ତୋର ପାଖେ ଆସୁଛି

ଆରେ ଜହ୍ନ ଝୁଲି ନାଚେରେ
ବନ ଝୁଲି ଝୁଲି ନାଚେରେ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ

ହୋ-ହୋହୋ-ହୋ-ହୋହୋ-ହୋ-ହୋହୋ-ହୋ
ଉଁ-ଉଁ-ଉଁ-ଉଁ-ଉଁ-ଉଁ-ଉଁ-ଉଁ
ହୋ-ହୋହୋ-ହୋ-ହୋହୋ-ହୋ-ହୋହୋ-ହୋ
ଉଁ-ଉଁ-ଉଁ-ଉଁ-ଉଁ-ଉଁ-ଉଁ-ଉଁ
ହୋ-ଓ-ଓ, ହୋ-ଓ-ଓ-ଓ

ସତେକି ଋଷି ସରଗ ଶଶୀ
ଆମ ଗାଁରେ ପଡ଼ିଛି ଖସି
ଜାଣିନି ତା ନାଁ, ଜାଣିନି ତା ଗାଁ
ମୋ ପାଇଁ ସିଏ ପରଦେଶୀଆ

ସତେକି ଋଷି ସରଗ ଶଶୀ
ଆମ ଗାଁରେ ପଡ଼ିଛି ଖସି
ଜାଣିନି ତା ନାଁ, ଜାଣିନି ତା ଗାଁ
ମୋ ପାଇଁ ସିଏ ପରଦେଶୀଆ

ଦିନେ ତୋ ସପନ ସତ ହବ କହୁଛି
ତୋ ହାତ ଧରିବ ଯିଏ ସିଏ ଆସୁଛି
ଜଙ୍ଗଲି ଝିଅ ଯା'ହାତ ଥରେ ଧରିଛି
ହାତ ପାଇଁ ପାଡ଼େ ଯଦି ବେକ ଦେଇଛି

ତତେ ପ୍ରେମ ଛୁଇଁ ଯାଏରେ
ପ୍ରେମ ଛୁଇଁ ଛୁଇଁ ଯାଏରେ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ
ହୋ ମୋର ମନ ଉଡ଼ିଯାଏରେ
ମନ ଉଡ଼ି ଉଡ଼ି ଯାଏରେ

ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍
ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍
ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍ ଝୁମ୍କା ଝୁମୁ ଝୁମ୍
ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମ୍ ଘୁମୁରା ଘୁମୁ ଘୁମ୍



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link