Batabana Hela Mo Prema

ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
ଏ କଥାବି ମାନିଲି ସହଜେ
ସୂର୍ଯ୍ୟକୁ କହିଲୁ ଜହ୍ନ

କେମିତି ମାନିବି ଏଇ କଥା ତୋର?
କେମିତି ମାନିବି ଏଇ କଥା ତୋର?
ନାହିଁ ତୋର ମୋ ପାଇଁ ପ୍ରେମ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ

ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ

ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ

ଛାତିରେ ସାଇତା ସବୁ ସ୍ମୃତି ତୋର
ଛାତିରେ ସାଇତା ସବୁ ସ୍ମୃତି ତୋର
ହବ ନାହିଁ କେବେବି ଶୂନ୍ୟ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ

ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ

ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ

ଆଜିବି ବିଶ୍ୱାସ ଅଛି ଦିନେ ତୋର
ଆଜିବି ବିଶ୍ୱାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ



Credits
Writer(s): Sushil Dalai
Lyrics powered by www.musixmatch.com

Link