Salam

ଦୁଇଟି ହୃଦୟ, ଥାଆନ୍ତା କି ମୋର
ଭଲ ପାଇଥାଆନ୍ତି ମୁଁ କାହାକୁ
ଗୋଟିଏ ଭାଙ୍ଗିଲେ, ପ୍ରେମରେ ତାହାର
ସମ୍ଭାଳି ପାରନ୍ତି ମୁଁ ନିଜକୁ
ସମ୍ଭାଳି ପାରନ୍ତି ମୁଁ ନିଜକୁ

ଭଲପାଇ ଏ ସହରେ, ହେବି ନାହିଁ ମୁଁ ବଦନାମ୍
ଭଲପାଇ ସାଜିବିନି, ମୁଁ ପ୍ରେମର ଗୁଲାମ୍
ଭଲପାଇ ଏ ସହରେ, ହେବି ନାହିଁ ମୁଁ ବଦନାମ୍
ଭଲପାଇ ସାଜିବିନି, ମୁଁ ପ୍ରେମର ଗୁଲାମ୍

ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍

ପହିଲି ଦେଖାରେ ମନ କିଣିନେବେ
ଆଖିରେ ଆଖିରେ କରି କୁହୁକ
ପ୍ରେମ ହେଇଗଲେ ଛାଡ଼ି ଚାଲିଯିବେ
ରୂପସୀ ମାନଙ୍କ ଅଟେ ସଉକ

ପହିଲି ଦେଖାରେ ମନ କିଣିନେବେ
ଆଖିରେ ଆଖିରେ କରି କୁହୁକ
ପ୍ରେମ ହେଇଗଲେ ଛାଡ଼ି ଚାଲିଯିବେ
ରୂପସୀ ମାନଙ୍କ ଅଟେ ସଉକ

ଲୋଡ଼ା ନାହିଁ ମୋର ପ୍ରେମ ବିରହର
ଲୋଡ଼ା ନାହିଁ ମୋର ପ୍ରେମ ବିରହର, ଏଇନା

ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍

ନିଆଁ ସାଥେ ଖେଳ ଖେଳିବିନି କେବେ
ଜଳିଜିବି କାଳେ ଲାଗୁଛି ଡ଼ର
ନିଆଁ ଠାରୁ ବଳି ପ୍ରେମ ଅଟେ ପରା
ଜାଳି ଚାଲିଯିବ ହୃଦୟ ମୋର

ନିଆଁ ସାଥେ ଖେଳ ଖେଳିବିନି କେବେ
ଜଳିଜିବି କାଳେ ଲାଗୁଛି ଡ଼ର
ନିଆଁ ଠାରୁ ବଳି ପ୍ରେମ ଅଟେ ପରା
ଜାଳି ଚାଲିଯିବ ହୃଦୟ ମୋର

ଭଲପାଇ ତତେ ଝୁରି ପାରିବିନି
ଭଲପାଇ ତତେ ଝୁରି ପାରିବିନି, ଦିନ ତମାମ୍

ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍
ତତେ ଦୂରରୁ ସାଲାମ୍



Credits
Writer(s): Sushil Dalai
Lyrics powered by www.musixmatch.com

Link