Tu Kahide I Love You

ଯେତେ ଯେତେ ତତେ ଦେଖୁଛି ମୁଁ
ସେତେ ସେତେ ନିଜର ଲାଗୁ
ଟିକେ ଟିକେ ପାଖକୁ ଆସିବୁ ଯେବେ
ଆହୁରି ନିଜର ହବୁ
ଯେତେ ଯେତେ ତତେ ଦେଖୁଛି ମୁଁ
ସେତେ ସେତେ ନିଜର ଲାଗୁ
ଟିକେ ଟିକେ ପାଖକୁ ଆସିବୁ ଯେବେ
ଆହୁରି ନିଜର ହବୁ
ମନ ଏମିତିକା ଅବୁଝା ପାଗଳ
ତତେ ଖୋଜୁଥାଏ ସଞ୍ଜରୁ ସକାଳ
କିଛି ଚାହେଁନା ତୋ ବିନା ମୁଁ
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ଆଖିର କଥାକୁ ଆଖି ବୁଝିଗଲେ
ପ୍ରେମର ମିଠା ଗପଟେ ହୁଏ
ସେଇ ଗପଟି କୁ ଥରେ ପଢ଼ିଦେଲେ
ସବୁ କିଛି ଜୀବନେ ମିଳିଯାଏ
ପ୍ରେମ ଆକାଶରେ ଉଡ଼େ ଖାଲି ମନ
ବସି ଭାବି ଭାବି କଟେ ରାତି ଦିନ
ମୋ ଜୀବନର ମାନେ ଖାଲି ତୁ
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ଅଜଣା ସାଥୀ ତୁ ଥିଲୁ କାଲି ଯାଏଁ
ହେଲେ ଆଜି ଛାତି ତଳେ ଘରଟେ କଲୁ
ସେଇ ଘରଟିକୁ ଆପଣାର ଭାବି
ସବୁଦିନ ପାଇଁ ମତେ ନିଜର କଲୁ
ଆଜି ଲାଗେ ମତେ ସବୁ ସ୍ବପ୍ନ ପରି
ଆମ ପ୍ରେମ କେବେ ଯିବ ନାହିଁ ହାରି
ତତେ କଥା ଦେଲି ଆଜି ମୁଁ
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ତୁ କହିଦେ କହିଦେ ଥରେ
ତୁ କହିଦେ I love You
ତୁ କହିଦେ କହିଦେ ଥରେ
ତୁ କହିଦେ I love You ।



Credits
Writer(s): Saroj Saroj, Amrita Nayak, Nabs Nabs, Durga Durga
Lyrics powered by www.musixmatch.com

Link