Tu Kahide I Love You (Sad)

ଯେତେ ତତେ ଚାହିଁଲେବି
ହେଇ ପାରିବୁନି କେବେ ମୋର
ମନ ମୋର ମାନିନାହିଁ
କେମିତି ହେଲୁ ତୁ ଆଉ କାହାର?

ନିଜେ ନିଜକୁ ମୁଁ ବୁଝେଇ କି ପାରେ?
ଭଲପାଇବା ମୁଁ ହାରିଲୁ ତୁ ଆଦି
ଆଜି ଏବେବି ମୋ ଛାତି ତଳେ ତୁ

ମୁଁ କେମିତି କହିବି ତତେ?
ମୁଁ କହିବି I love you
ମୁଁ କେମିତି କହିବି ତତେ?
ମୁଁ କହିବି I love you



Credits
Writer(s): Saroj Saroj, Amrita Nayak, Nabs Nabs, Durga Durga
Lyrics powered by www.musixmatch.com

Link