Aa Thare Aa

ଆ ଥରେ ଆ, ଆ ଶୁଣିଯା
ଆ ଥରେ ଆ, ଆ ଶୁଣିଯା

ଓଠରେ କଥା କିଛି ଲୁଚି ଥିଲା
ଥିରେ ସେ ମିଠା ଗୀତ ହେଇଗଲା
ସେଇ ଗୀତ ଡାକେ ମିତ

हौले-हौले, ଚୋରି-ଚୋରି ଆ, ତୁ ଚାଲିଆ
हौले-हौले, ଚୋରି-ଚୋରି ଆ
ଆ ଥରେ ଆ, ଆ ଶୁଣିଯା
ଆ ଥରେ ଆ, ଆ ଶୁଣିଯା

ହୁଏ ଯେବେ ପ୍ରେମ ଚୋରି-ଚୋରି
ହୃଦୟର ଗୀତ ଯାଏ ଝରି
ହୁଏ ଯେବେ ପ୍ରେମ ଚୋରି-ଚୋରି
ହୃଦୟର ଗୀତ ଯାଏ ଝରି

ବିଢରେ ବି ଥାଏ କେହି ଜଣେ
ଗୀତ ମୋର କାନ ଡେରି ଶୁଣେ
ସେଇ ଗୀତ ଡାକେ ମିତ

हौले-हौले, ଚୋରି-ଚୋରି ଆ, ତୁ ଚାଲିଆ
हौले-हौले, ଚୋରି-ଚୋରି ଆ
ଆ ଥରେ ଆ, ଆ ଶୁଣିଯା
ଆ ଥରେ ଆ, ଆ ଶୁଣିଯା

ମନ ତାର ନୁଆଁ ଗୀତ ଧାଡି
ନ ଦେଖିବି ହୁଏ ଆପେ ପଢି
ମନ ତାର ନୁଆଁ ଗୀତ ଧାଡି
ନ ଦେଖିବି ହୁଏ ଆପେ ପଢି

ଗାୟକରୁ କରେ ସିଏ ନାୟକ
ତାପାଇଁ ମୁଁ ସୁରିଲା ପ୍ରେମିକା
ସେଇ ଗୀତ ଡାକେ ମିତ

हौले-हौले, ଚୋରି-ଚୋରି ଆ, ତୁ ଚାଲିଆ
हौले-हौले, ଚୋରି-ଚୋରି ଆ
ଆ ଥରେ ଆ, ଆ ଶୁଣିଯା
ଆ ଥରେ ଆ, ଆ ଶୁଣିଯା

ଓଠରେ କଥା କିଛି ଲୁଚି ଥିଲା
ଥିରେ ସେ ମିଠା ଗୀତ ହେଇଗଲା
ସେଇ ଗୀତ ଡାକେ ମିତ

हौले-हौले, ଚୋରି-ଚୋରି ଆ, ତୁ ଚାଲିଆ
हौले-हौले, ଚୋରି-ଚୋରି ଆ
हौले-हौले, ଚୋରି-ଚୋରି ଆ, ତୁ ଚାଲିଆ
हौले-हौले, ଚୋରି-ଚୋରି ଆ



Credits
Writer(s): Bikash Das, Goswami Dibyasingh Dev
Lyrics powered by www.musixmatch.com

Link