Gote Cup Coffee

ଗୋଟେ cup coffee
ଆଉ ଆମେ ଦୁଇଜଣ
ଗୋଟେ cup coffee
ଆଉ ଆମେ ଦୁଇଜଣ

ସେପଟେ ତୋ ଓଠ
ଏପଟେ ମୋ ଓଠ
ସେପଟେ ତୋ ଓଠ
ଏପଟେ ମୋ ଓଠ

Coffee shop ସାରା, ସବୁ ଦେଖୁଥିଲେ ଜଣ-ଜଣ
ଆମେ କରୁଛୁ କଣ

ଗୋଟେ cup coffee
ଆଉ ଆମେ ଦୁଇଜଣ

ଝାପସା-ଝାପସା ଆଲୁଅରେ
ବସିଥିଲେ ଆମେ ସାମ୍ନାସାମ୍ନି
ଭାବୁଥିଲେ କେହି ପାରୁନାହିଁ ଚିହ୍ନି

ହାଲକା ହାଲକା ଖିଆଲରେ
ଯାଇଥିଲେ ଆମେ ଦୁହେଁ ହଜି
କିଛି ଲୋକ ଯାଇଥିଲେ ବୋଧେ ବୁଝି

ତୋ ହାତେ ମୋ ହାତ
ମୋ ହାତେ ତୋ ହାତ
ତୋ ହାତେ ମୋ ହାତ
ମୋ ହାତେ ତୋ ହାତ

Coffee shop ସାରା, ସବୁ ଦେଖୁଥିଲେ ଜଣ-ଜଣ
ଆମେ କରୁଛୁ କଣ

ଗୋଟେ cup coffee
ଆଉ ଆମେ ଦୁଇଜଣ

ହୁଁ, चुपके चुपके चोरी चोरी
କରୁଥିଲେ ଆମେ ଦୁହେଁ ଗଳ୍ପ
ପାଖଲୋକ ଶୁଣୁଥିଲେ ଅଳ୍ପ-ଅଳ୍ପ

ଜଲଦି-ଜଲଦି ଘଣ୍ଟା କଣ୍ଟା
ଯାଉଥିଲା ସତେ ଘୁରି-ଘୁରି
ଲାଗୁଥିଲା ଏଇନେ ଆସିଲା ପରି

ତୁ ଅନ୍ୟମନସ୍କ
ମୁଁ ଅନ୍ୟମନସ୍କ
ତୁ ଅନ୍ୟମନସ୍କ
ମୁଁ ଅନ୍ୟମନସ୍କ

Coffee shop ସାରା, ସବୁ ଦେଖୁଥିଲେ ଜଣ-ଜଣ
ଆମେ କରୁଛୁ କଣ

ଗୋଟେ cup coffee
ଆଉ ଆମେ ଦୁଇଜଣ
ହେ, ଗୋଟେ cup coffee
ଆଉ ଆମେ ଦୁଇଜଣ

ସେପଟେ ତୋ ଓଠ
ଏପଟେ ମୋ ଓଠ
ସେପଟେ ତୋ ଓଠ
ଏପଟେ ମୋ ଓଠ

Coffee shop ସାରା, ସବୁ ଦେଖୁଥିଲେ ଜଣ-ଜଣ

ଆମେ କରୁଛୁ କଣ
ଆମେ କରୁଛୁ କଣ
ଆମେ କରୁଛୁ କଣ
ହୋ କରୁଛୁ କଣ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link