Michhare Kahide

ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି

ପାଖରେ ବସି ତୁ
ମିଛରେ ହସିଦେ
ପାଖରେ ବସି ତୁ
ମିଛରେ ହସିଦେ
ସତରେ ମୁଁ ଟିକେ ହସିଦେବି

ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି

ତୁ କାହିଁକି ଏତେ
ଭଲଲାଗୁ ମତେ
ଜାଣେନା କାରଣ ତାର
ଜାଣେନା କାରଣ ତାର

ତତେ ଏଇ ମନ
ଖୋଜେ ରାତି, ଦିନ
ପାଇବାକୁ ପାଖେ ତାର
ପାଇବାକୁ ପାଖେ ତାର

ମିଛରେ ଡ଼ାକିନେ
ହାତ ଠାରି ମତେ
ମିଛରେ ଡ଼ାକିନେ
ହାତ ଠାରି ମତେ
ଆଉ କିଛି ବାଟ ଚାଲିଯିବି

ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି

ମୁଁ ଜାଣିଛି ମତେ
ଭଲ ତୁ ପାଉନା
ତଥାପି ମୁଁ ଭଲପାଏ
ତଥାପି ମୁଁ ଭଲପାଏ

ଦୂରରୁ, ଦୂରରୁ
ତତେ ଦେଖିଦେଲେ
ତୋ ଭିତରେ ହଜିଯାଏ
ତୋ ଭିତରେ ହଜିଯାଏ

ସପନରେ ମତେ
ଥରୁଟେ ଛୁଇଁଦେ
ସପନରେ ମତେ
ଥରୁଟେ ଛୁଇଁଦେ
ସତ ବୋଲି ତାକୁ ଭାବିନେବି

ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି
ହେ, ଆଉ କିଛିଦିନ ବଞ୍ଚିଯିବି
ହୁଁ, ଆଉ କିଛିଦିନ ବଞ୍ଚିଯିବି



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link