Maha Bha Natane Tume

ପ୍ରଭୁ ହେ, ମହାଭାରତରେ ତୁମେ ଧର୍ମ ଯୁଦ୍ଧ ସାରି

ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?

ମହାଭାରତରେ ତୁମେ ଧର୍ମ ଯୁଦ୍ଧ ସାରି

ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?

ଅଧା ହାତ ହୋଇଅଛ ହେ, ଜଗତ ସାଇଁ
ହେ, ଜଗତ ସାଇଁ
ମିଛେ-ମିଛେ ମହାବାହୁ ବୋଲାଉଛ କାହିଁ?
ବୋଲାଉଛ କାହିଁ?

କେମିତି ନାଶିବ ପାପି? କେମିତି ନାଶିବ ପାପି?
ସୁଦର୍ଶନ ଧରି?

ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?

ବେଳୁ ବେଳ କଳି ପାପ ହୋଇଲା ପ୍ରବଳ
ହୋଇଲା ପ୍ରବଳ
ଧର୍ମ ଦାଣ୍ଡେ ଧନ ପାଇଁ ଭକତ ଆକୁଳ
ଭକତ ଆକୁଳ

ତଥାପି ମଉନ ତୁମେ, ତଥାପି ମଉନ ତୁମେ
କାହିଁ ଚକ୍ରଧାରି?

ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?

ମହାଭାରତରେ ତୁମେ...
ମହାଭାରତରେ ତୁମେ ଧର୍ମ ଯୁଦ୍ଧ ସାରି

ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?
ଦାରୁ ଦେହେ ବ୍ରହ୍ମ କାହିଁ ସାଜିଲ ମୁରାରୀ?



Credits
Writer(s): Prafulla Kar, Sibu Sibu
Lyrics powered by www.musixmatch.com

Link