Runu Jhunu

ରୁଣୁଝୁଣୁ ଚୁଡ଼ି କହେ
ଗୁଣୁ-ଗୁଣୁ ହେଇ ଗାଏ

ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର

ରୁଣୁଝୁଣୁ ଚୁଡ଼ି କହେ
ଗୁଣୁ-ଗୁଣୁ ହେଇ ଗାଏ

ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର

ତୁ କହିଲୁ, ମୁଁ କହିଲି
କୁହାକୁହି ହେଇଗଲା ଆଖିରେ ଆଖିରେ
ତୁ ବୁଝିଲୁ, ମୁଁ ବୁଝିଲି
ବୁଝାବୁଝି ହେଇଗଲା ଆଖିରେ ଆଖିରେ

ତୁ କହିଲୁ, ମୁଁ କହିଲି
କୁହାକୁହି ହେଇଗଲା ଆଖିରେ ଆଖିରେ
ତୁ ବୁଝିଲୁ, ମୁଁ ବୁଝିଲି
ବୁଝାବୁଝି ହେଇଗଲା ଆଖିରେ ଆଖିରେ

ସପନରେ ଭିଜି-ଭିଜି
ହୋ, ସପନରେ ଭିଜି-ଭିଜି
ଆଖି କହେ ହଜି-ହଜି

ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର

ମୁଁ ତୋ ପାଇଁ, ତୁ ମୋ ପାଇଁ
ଡେଇଁଗଲୁ ଆମେ ସବୁ ସୀମା ଧୀରେ-ଧୀରେ
ତୁ ସେପାଖେ, ମୁଁ ଏପାଖେ
ଆମେ ଦୁଇକୂଳ ପ୍ରେମ ନଈ ଧାରେ-ଧାରେ

ମୁଁ ତୋ ପାଇଁ, ତୁ ମୋ ପାଇଁ
ଡେଇଁଗଲୁ ଆମେ ସବୁ ସୀମା ଧୀରେ-ଧୀରେ
ତୁ ସେପାଖେ, ମୁଁ ଏପାଖେ
ଆମେ ଦୁଇକୂଳ ପ୍ରେମ ନଈ ଧାରେ-ଧାରେ

ସ୍ପନ୍ଦନର ତାଳେ-ତାଳେ
ହୋ, ସ୍ପନ୍ଦନର ତାଳେ-ତାଳେ
ମନ କହେ ସବୁବେଳେ

ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର

ହେ-ହେ-ହେ-ହେ-ହେ
ଲା-ଲା-ଲା-ଲା-ଲା
ହେ-ହେ-ହେ-ହେ-ହେ
ଲା-ଲାଲା-ଲା (ଲା-ହେ-ଲା-ହେ-ଲା-ହେ)



Credits
Writer(s): Malaya Mishra
Lyrics powered by www.musixmatch.com

Link