Ore Sathire

ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ

ଏଇ ଦେହରେ ମୋର
ଆଜି ନିଆଁ ଲାଗିଛି
ଏଇ ଦେହରେ ମୋର
ଆଜି ନିଆଁ ଲାଗିଛି
ତୋ ଦେହର ମିଠା ତାତିରେ

ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ

ଲାଗେ ସହେ ରାତିର
ସବୁ ଇଚ୍ଛାକୁ ମୋର
ଲାଗେ ସହେ ରାତିର
ସବୁ ଇଚ୍ଛାକୁ ମୋର
ପାଇଗଲି ଗୋଟେ ରାତିରେ

ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ (ଓରେ ସାଥୀରେ)
ଓରେ ସାଥୀରେ (ଓରେ ସାଥୀରେ)

ହୋ, ପାଗଳ କରୁଛି ତୋର ହଂଶିନୀ ଚେହେରା
କସ୍ତୁରୀ ବାସ୍ନା ଠାରୁ ବାସୁଛୁ ନିଆରା
ଯେଉଁ ଦିନ ରଖିଦେଲି ମୋ ଆଖି ପଲକେ
ରାତିଦିନ ଏଇ ମନ ତୋ ପାଇଁ ମହକେ

ସେଇ ମହକେ ତୋର
ବଢେ ସ୍ପନ୍ଦନ ମୋର
ସେଇ ମହକେ ତୋର
ବଢେ ସ୍ପନ୍ଦନ ମୋର
ଏ କି ନୂଆ ଅନୁଭୂତିରେ

ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ (ଓରେ ସାଥୀରେ)
ଓରେ ସାଥୀରେ (ଓରେ ସାଥୀରେ)

ରଖିଥିଲି ଲାଜ ମୋର ସଜ ମୁହଁ ପରି
ମହୁବସା ଭାଙ୍ଗିଦେଇ କରିନେଲୁ ଚୋରି
ଚୋରି ମୋତେ ସିଖେଇଲା ତୋର ଏଇ ରୂପ
ଇଚ୍ଛା ହୁଏ କରିବାକୁ କିଛି ମିଠା ପାପ

ସେଇ ମିଠା ପାପକୁ
ଆ ତୁ ଆଉ ମୁଁ
ସେଇ ମିଠା ପାପକୁ
ଆ ତୁ ଆଉ ମୁଁ
ଲୁଚେଇବା ଏଇ ଛାତିରେ

ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ
ଓରେ ସାଥୀରେ



Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com

Link