Ho Bhakate Dekha Nandighosha Ratha Jatra

ହୋ ଭକତେ, ହୋ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ଦେଖ ନନ୍ଦିଘୋଷ ରଥେ କାଳିଆ
ଖାଲି ହସତେ ସାଜେ ମୋ ଡାଳିଆ
କାଳିଆ ପ୍ରେମର ରଙ୍ଗ ଲାଗିଗଲା ସାରା ଜଗତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ଦେଖ ଆଷାଢ଼ ମାଟିକି ଛୁଇଁଲା, ତଥା ଜୀବ ବଡ଼ଦାଣ୍ଡ ଧୋଇଲା
କାଳିଆ ଧୋଇବ ଯେତେ ପାପ ଅଛି ଏଇ ମରତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ରଥ ଟାଣିନିଏ ରଥର ଦଉଡ଼ି
ଜୀବନକୁ ଟାଣେ କାଳିଆର ଡୋରି
କେବେ ଟଣାଟଣି, କେବେ ବନ୍ଧାବନ୍ଧି
ଭକ୍ତ, ଭଗବାନ ଭାବ ଛନ୍ଦାଛନ୍ଦି

ଦେଖ ଏମିତି ଭାବରେ ଛନ୍ଦିଲା
ଆଜି ଖୁସିରେ ଏ ଆଖି କାନ୍ଦିଲା
କଳା ବାମନର ନାଲିଆ ହସରେ କିମିଆ ଏତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ବଡ଼ଦାଣ୍ଡେ ଆଜି ଲାଗିଛି ଗହଳି
ଜୟ ଜଗନ୍ନାଥ ପଡୁଛି ଉଛୁଳି
ବରଷକେ ଥରେ ଆସେ ଏଇ ଦିନ
ପାପୀ ହେଇଯାଏ ପାତକ ମୋଚନ

ଦେଖ ଭାବରେ ଭକତ ଅଧିର
ଜଗା ବିନା ଯେ ସବୁ ଅନ୍ଧାର
କରି କରାଉଛି କାଳିଆ ଠାକୁର ଲୀଳା ତ ଯେତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ଦେଖ ନନ୍ଦିଘୋଷ ରଥେ କାଳିଆ
ଖାଲି ହସତେ ସାଜେ ମୋ ଡାଳିଆ
କାଳିଆ ପ୍ରେମର ରଙ୍ଗ ଲାଗିଗଲା ସାରା ଜଗତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

ଦେଖ ଆଷାଢ଼ ମାଟିକି ଛୁଇଁଲା, ତଥା ଜୀବ ବଡ଼ଦାଣ୍ଡ ଧୋଇଲା
କାଳିଆ ଧୋଇବ ଯେତେ ପାପ ଅଛି ଏଇ ମରତେ

ହୋ ଭକତେ
ହୋ ଭକତେ
ହୋ ଭକତେ
ହୋ ଭକତେ

(ହରିବୋଲ)



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link