Guhari Suna Bhagabana

ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ

ଶୁଣ ଥରେ ମୋର ଜଣାଣ
ଶୁଣ ଥରେ ମୋର ଜଣାଣ

ବଧିର ହେଲ କି ନ ଶୁଣ

ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ

ଗଭୀର ଜଳରେ ଗଜ ଡ଼ାକଦେଲା
ଚକ୍ର ପେଶି, ଗ୍ରାହ ନାଶିଲେ ଆପଣ
ଗହନ ବନରେ ହରିଣୀ ଡ଼ାକିଲା
ଘୋର ବିପତ୍ତିରୁ କଲ ହେ ତାରଣ

ମୋ ପାଇଁକି ହେଲ ପାଷାଣ

ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ

ପ୍ରହହ୍ଲାଦ ଡାକେ, ନରସିଂହ ରୂପ
କରିଥିଲ ପରା ତୁମେ ହେ ଧାରଣ
କୁରୁସଭା ସ୍ଥଳେ, ଦ୍ରୌପଦୀ ଡ଼ାକିଲେ
ରକ୍ଷାକଲ ପ୍ରଭୁ ଅବଳାର ମାନ

ଦୁଃଖ ମୋର କର ମୋଚନ

ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ

ଶୁଣ ଥରେ ମୋର ଜଣାଣ
ଶୁଣ ଥରେ ମୋର ଜଣାଣ

ବଧିର ହେଲ କି ନ ଶୁଣ

ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲ କି ନ ଶୁଣ
ବଧିର ହେଲ କି ନ ଶୁଣ
ବଧିର ହେଲ କି ନ ଶୁଣ



Credits
Writer(s): Bhuban Hari, Ganesh Mahapatra
Lyrics powered by www.musixmatch.com

Link