Aji Sakalu Sakalu Sajani

ଆଜି ସକାଳୁ ସକାଳୁ ସଜନୀ
ପବନ ଗାଉଛି ପଞ୍ଚାକ୍ଷର
ଆଜି ସକାଳୁ ସକାଳୁ ମିତଣି
ଆଖି ଖୋଜେ ଶିବସୁନ୍ଦର

(ଆଜି ସକାଳୁ ସକାଳୁ ସଜନୀ)
(ପବନ ଗାଉଛି ପଞ୍ଚାକ୍ଷର)
(ଆଜି ସକାଳୁ ସକାଳୁ ମିତଣି)
(ଆଖି ଖୋଜେ ଶିବସୁନ୍ଦର)

ଜାଣେନା କାହିଁକି?
ଲାଗୁଛି ଏମିତି
ଏ ଆଖି ଦେଖିବ ସତେ ମହାଦୀପ ଶିବଙ୍କର

ଆଜି ଜାଗର
ଆଜି ଜାଗର
ମହାଜାଗର
(ଆଜି ଜାଗର)
(ଆଜି ଜାଗର)
(ମହାଜାଗର)
(ଆଜି ସକାଳୁ ସକାଳୁ ସଜନୀ)
(ପବନ ଗାଉଛି ପଞ୍ଚାକ୍ଷର)

ଏ ତିଥି ପୁଣ୍ୟର ତିଥି
ମହାଦେବଙ୍କର ତିଥି
ଏ ରାତି ଦ୍ୱୀପର ରାତି
ମହାପୂଣ୍ୟମୟ ରାତି

ଏ ତିଥି ପୁଣ୍ୟର ତିଥି
ମହାଦେବଙ୍କର ତିଥି
ଏ ରାତି ଦ୍ୱୀପର ରାତି
ମହାପୂଣ୍ୟମୟ ରାତି

ଆଜି ଏ ରାତିରେ
ଭିଯିବା ଭକ୍ତିରେ
ଏ ହାତ ଜାଳିବ ସତେ ଶୁଭଦୀପ ଶିବଙ୍କର

ଆଜି ଜାଗର
ଆଜି ଜାଗର
ମହାଜାଗର
(ଆଜି ଜାଗର)
(ଆଜି ଜାଗର)
(ମହାଜାଗର)
(ଆଜି ସକାଳୁ ସକାଳୁ ସଜନୀ)
(ପବନ ଗାଉଛି ପଞ୍ଚାକ୍ଷର)

ଏ ମନ ଖୋଜଇ ଯାହା
ମିଳେ ନାହିଁ ସହଜରେ
ଶିବଙ୍କ ସୁଦୟା ହେଲେ
ସବୁ ହାତ ପାହାନ୍ତାରେ

ଏ ମନ ଖୋଜଇ ଯାହା
ମିଳେ ନାହିଁ ସହଜରେ
ଶିବଙ୍କ ସୁଦୟା ହେଲେ
ସବୁ ହାତ ପାହାନ୍ତାରେ

ଶିବଙ୍କ ସୁଦୟା
ହବକି ସତରେ
ଏ ଓଠ ଜପିବ ସତେ ଶୁଭନାମ ଶିବଙ୍କର

(ଆଜି ଜାଗର)
(ଆଜି ଜାଗର)
(ମହାଜାଗର)
(ଆଜି ଜାଗର)
(ଆଜି ଜାଗର)
(ମହାଜାଗର)
(ଆଜି ଜାଗର)
(ଆଜି ଜାଗର)
(ମହାଜାଗର)
ଆଜି ଜାଗର
ଆଜି ଜାଗର
ମହାଜାଗର



Credits
Writer(s): Bipin Barik
Lyrics powered by www.musixmatch.com

Link