Kola Mani Kaliya
କଳାମଣି, କଳାମଣି, କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଗହନ, କାନନ ନିତ୍ୟ ବୃନ୍ଦାବନେ
ଗହନ, କାନନ ନିତ୍ୟ ବୃନ୍ଦାବନେ
ଧନମଣି, ଧନମଣି, ଧନମଣି ଧେନୁପଲ ନେଇ
ନିତି ବୁଲୁଥା, ନିତି ବୁଲୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଅଧାଗଢା ଦିଅଁ ତୁ ସିନା ନୀଳ କନ୍ଦରେ, ନୀଳ କନ୍ଦରେ
ଗୋବର୍ଦ୍ଧନ ଟେକି ଧରିଲୁ ଗୋପ ନଗରେ, ଗୋପ ନଗରେ
ଅଧାଗଢା ଦିଅଁ ତୁ ସିନା ନୀଳ କନ୍ଦରେ, ନୀଳ କନ୍ଦରେ
ଗୋବର୍ଦ୍ଧନ ଟେକି ଧରିଲୁ ଗୋପ ନଗରେ, ଗୋପ ନଗରେ
ଚାଲି ତୋର ବଙ୍କା ଚାହାଣି ବଙ୍କା
ରାଧାପ୍ରେମ ରଙ୍କା ମୁରଲୀ ଫୁଙ୍କା
ନୀଳମଣି, ନୀଳମଣି, ନୀଳମଣି ଟ୍ରିଭଙ୍ଗି ଠାଣିରେ
ମନ ମୋହୁଥା, ମନ ମୋହୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କାଳିଆ ତୁ କହ୍ନେଇ ହେଲୁ ଯୁବତୀ ପାଇଁ, ଯୁବତୀ ପାଇଁ
ବୃନ୍ଦାବନ କଲୁ ଶ୍ରୀକ୍ଷେତ୍ର ଭକତ ପାଇଁ, ଭକତ ପାଇଁ
କାଳିଆ ତୁ କହ୍ନେଇ ହେଲୁ ଯୁବତୀ ପାଇଁ, ଯୁବତୀ ପାଇଁ
ବୃନ୍ଦାବନ କଲୁ ଶ୍ରୀକ୍ଷେତ୍ର ଭକତ ପାଇଁ, ଭକତ ପାଇଁ
କାହା ପାଇଁ ସଖା ତୁ ଗିରିଟେକା
କେ ଛଡ଼ାଏ ପଖା ନ ପାଇ ଦେଖା
ଗୁଣମଣି, ଗୁଣମଣି, ଗୁଣମଣି ମନଜାଣି ତୁହି
ଫଳ ଦେଉଥା, ଫଳ ଦେଉଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଗହନ, କାନନ ନିତ୍ୟ ବୃନ୍ଦାବନେ
ଗହନ, କାନନ ନିତ୍ୟ ବୃନ୍ଦାବନେ
ଧନମଣି, ଧନମଣି, ଧନମଣି ଧେନୁପଲ ନେଇ
ନିତି ବୁଲୁଥା, ନିତି ବୁଲୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଗହନ, କାନନ ନିତ୍ୟ ବୃନ୍ଦାବନେ
ଗହନ, କାନନ ନିତ୍ୟ ବୃନ୍ଦାବନେ
ଧନମଣି, ଧନମଣି, ଧନମଣି ଧେନୁପଲ ନେଇ
ନିତି ବୁଲୁଥା, ନିତି ବୁଲୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଅଧାଗଢା ଦିଅଁ ତୁ ସିନା ନୀଳ କନ୍ଦରେ, ନୀଳ କନ୍ଦରେ
ଗୋବର୍ଦ୍ଧନ ଟେକି ଧରିଲୁ ଗୋପ ନଗରେ, ଗୋପ ନଗରେ
ଅଧାଗଢା ଦିଅଁ ତୁ ସିନା ନୀଳ କନ୍ଦରେ, ନୀଳ କନ୍ଦରେ
ଗୋବର୍ଦ୍ଧନ ଟେକି ଧରିଲୁ ଗୋପ ନଗରେ, ଗୋପ ନଗରେ
ଚାଲି ତୋର ବଙ୍କା ଚାହାଣି ବଙ୍କା
ରାଧାପ୍ରେମ ରଙ୍କା ମୁରଲୀ ଫୁଙ୍କା
ନୀଳମଣି, ନୀଳମଣି, ନୀଳମଣି ଟ୍ରିଭଙ୍ଗି ଠାଣିରେ
ମନ ମୋହୁଥା, ମନ ମୋହୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କାଳିଆ ତୁ କହ୍ନେଇ ହେଲୁ ଯୁବତୀ ପାଇଁ, ଯୁବତୀ ପାଇଁ
ବୃନ୍ଦାବନ କଲୁ ଶ୍ରୀକ୍ଷେତ୍ର ଭକତ ପାଇଁ, ଭକତ ପାଇଁ
କାଳିଆ ତୁ କହ୍ନେଇ ହେଲୁ ଯୁବତୀ ପାଇଁ, ଯୁବତୀ ପାଇଁ
ବୃନ୍ଦାବନ କଲୁ ଶ୍ରୀକ୍ଷେତ୍ର ଭକତ ପାଇଁ, ଭକତ ପାଇଁ
କାହା ପାଇଁ ସଖା ତୁ ଗିରିଟେକା
କେ ଛଡ଼ାଏ ପଖା ନ ପାଇ ଦେଖା
ଗୁଣମଣି, ଗୁଣମଣି, ଗୁଣମଣି ମନଜାଣି ତୁହି
ଫଳ ଦେଉଥା, ଫଳ ଦେଉଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
ଗହନ, କାନନ ନିତ୍ୟ ବୃନ୍ଦାବନେ
ଗହନ, କାନନ ନିତ୍ୟ ବୃନ୍ଦାବନେ
ଧନମଣି, ଧନମଣି, ଧନମଣି ଧେନୁପଲ ନେଇ
ନିତି ବୁଲୁଥା, ନିତି ବୁଲୁଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
କଳାମଣି କାଳିଆ ଠେଙ୍ଗା
ହାତେ ଧରିଥା, ହାତେ ଧରିଥା
Credits
Writer(s): Swami Arup Nanda, Sanjay
Lyrics powered by www.musixmatch.com
Link
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.