Na Prajapati Na Bana Pakhi

ନା ପ୍ରଜାପତି, ନା ବନପକ୍ଷୀ
ନା ଦୋଳି ଖେଳ, ନା ସାଙ୍ଗସାଥୀ

ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି

ମୁଁ ଯେ ଚନ୍ଦନ, ତୁ ଏ ବନଫୁଲ
ତୋ ସାଥେ ବିତେ ମୋ ସଞ୍ଜ-ସକାଳ
ମୁଁ ଯେ ଚନ୍ଦନ, ତୁ ଏ ବନଫୁଲ
ତୋ ସାଥେ ବିତେ ମୋ ସଞ୍ଜ-ସକାଳ

ନା ତାରାଫୁଲ (ହେ-ଏ), ନା ଜହ୍ନରାତି (ହୁଁ)
ମୋ ଆଖି ଦେଖେ (ଏ-ଲେଲେ), ତୋ ଛବି ନିତି (ଇସ୍)

ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି

ତୁ ପରବତ, ମୁଁ ଟିକି ବନ ଝରଣା
ଏ ବନେ ରୁହେ ମୁଁ ଦୂରେ ଯାଇ ପାରେନା
ତୁ ପରବତ, ମୁଁ ଟିକି ବନ ଝରଣା
ଏ ବନେ ରୁହେ ମୁଁ ଦୂରେ ଯାଇ ପାରେନା

କି ଅଭିମାନ? (ହୁଁ) କି ରୁଷାରୁଷି? (ହୁଁ-ହୁଁ)
ତୁ ଦେଲେ ହସି, ମୁଁ ଦିଏ ହସି

ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି

ଉଡ଼ିଯିବା ଆମେ ସେ ଦୂର ନୀଳ ଆକାଶେ
ଯିବୁ ନାହିଁ ଛାଡ଼ି ତୁ ମତେ ବାଆ ବତାସେ
ଉଡ଼ିଯିବା ଆମେ ସେ ଦୂର ନୀଳ ଆକାଶେ
ଯିବୁ ନାହିଁ ଛାଡ଼ି ତୁ ମତେ ବାଆ ବତାସେ

ତୋ ସାଥେ ଭାସି ମୁଁ ହେବି ଖୁସି
ତୁ ଗଲେ ଏକା, ମୁଁ ଯିବି ରୁଷି

ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି

ନା ପ୍ରଜାପତି, ନା ବନପକ୍ଷୀ
ନା ଦୋଳି ଖେଳ, ନା ସାଙ୍ଗସାଥୀ

ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି
ତୋ ବିନା ଲାଗେନା ଭଲ କିଛି



Credits
Writer(s): Mohammad Nizam, Saroj Patnaik
Lyrics powered by www.musixmatch.com

Link