Kahana E Phula Kahana

କହନା ଏ ଫୁଲ କହନା
କହିଦେ ନକରି ବାହାନା
କହନା ଏ ଫୁଲ କହନା
କହିଦେ ନକରି ବାହାନା

ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖୁକୁ ନିଦ ନାହିଁ

ଆସିବ କେବେ କହନା? ନା, ନା, ନା, ନା

କହନା ଏ ଫୁଲ କହନା
କହିଦେ ନକରି ବାହାନା

ଲୋ ମିତ ସତ କହୁଚି କରୁନାହିଁ ବାହାନା
ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
ମୋ ସାଥେ ମିଛଟାରେ ଆଉ ଲାଗନା

ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା, ନା

କହନା ଏ ଫୁଲ କହନା
କହିଦେ ନକରି ବାହାନା

ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
ଲୋ ମିତ ତାରା ଗଣି ରାତି ପାହୁଛି

ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା, ନା

କହନା ଏ ଫୁଲ କହନା
କହିଦେ ନକରି ବାହାନା

ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖୁକୁ ନିଦ ନାହିଁ

ଆସିବ କେବେ କହନା? ନା, ନା, ନା, ନା

କହନା ଏ ଫୁଲ କହନା
କହିଦେ ନକରି ବାହାନା



Credits
Writer(s): Mohanty Sangram, Saroj Patnaik
Lyrics powered by www.musixmatch.com

Link