Bayasara Ranga Lagichhi

ଏଇ (ହୁଁ)
କିଛି କୁହନା (କଣ କହିବି?)
ଓ-ହୋ-ହୋ-ହୋ-ହୋ
ଆ-ହା-ହା-ହା-ହା
(ଏ, ଯା)
ଓ-ହୋ-ହୋ ହୁଁ-ହୁଁ ହେ-ହେ-ହା-ହା ହୁଁ-ହୁଁ
(ଇସ୍)

ବୟସର ରଙ୍ଗ ଲାଗିଛି, ଗୋରୀ ତତେ ଲାଜ ଛୁଇଁଛି
ହଁ, ବୟସର ରଙ୍ଗ ଲାଗିଛି ଗୋରୀ ତତେ ଲାଜ ଛୁଇଁଛି

ତୋ ଓଠରେ, ତୋ ମନରେ, ତୋ ଦେହରେ, ଗୋରା ଗାଲରେ
କିଏ ଅଭିର ବୋଳି ଦେଇଛି?

ନାଲି-ନାଲି, ନାଲି-ନାଲି ସବୁ ଦିଶୁଛି
ଗୋରୀ ତତେ ପ୍ରେମ ହେଇଛି
ହଁ, ବୟସର ରଙ୍ଗ ଲାଗିଛି, ଗୋରୀ ତତେ ଲାଜ ଛୁଇଁଛି

ଦୂରେ-ଦୂରେ ରୁହ ଟିକେ, ଦେଖ ପାଖକୁ ଆସନା
ମନକୁ ସମ୍ଭାଳି ରଖ, ଅମାନିଆ ହୁଅନା
ଭୁଲା-ଭୁଲା, ମନ ଭୁଲା ତୋର ଗୋଲାପି ଚେହେରା
ପାଖକୁ ସେ ଡାକେ ମତେ, ଦେଇ ଆଖି ଇଶାରା

ସଂଜ ସକାଳେ, ଜହ୍ନ ରାତିରେ, ସବୁ ତିଥିରେ, ଖୋଲା ଆଖିରେ
ମୁଁ ଯେ ସପନ ଖାଲି ଦେଖୁଛି

ନାଲି-ନାଲି, ନାଲି-ନାଲି ସବୁ ଦିଶୁଛି
ଗୋରୀ ତତେ ପ୍ରେମ ହେଇଛି
ହଁ, ବୟସର ରଙ୍ଗ ଲାଗିଛି, ଗୋରୀ ତତେ ଲାଜ ଛୁଇଁଛି

ଗଲା-ଗଲା ଲାଗିଗଲା, ହାଏ, କାହାର ନଜର?
ଶୋଷ ଅଛି ଓଠରେ ମୋ, ପାଖେ ଥାଇ ସାଗର
ହେଲା-ହେଲା, ହେଇଗଲା ଦେଖ ସବୁଠି ଖବର
ପ୍ରେମ କରି ପୁଅଟିଏ ହେଇଗଲା ପାଗଳ

ନାଲି ଅଳତା, ନାଲି ଓଢଣା, ମଥା ସିନ୍ଦୂର, ସୁନା ଗହଣା
ଲାଗେ ଚଉଠି ରାତି ଆସିଛି

ନାଲି-ନାଲି, ନାଲି-ନାଲି ସବୁ ଦିଶୁଛି
ଗୋରୀ ତତେ ପ୍ରେମ ହେଇଛି
ହଁ, ବୟସର ରଙ୍ଗ ଲାଗିଛି, ଗୋରୀ ତତେ ଲାଜ ଛୁଇଁଛି

ତୋ ଓଠରେ, ତୋ ମନରେ, ତୋ ଦେହରେ, ଗୋରା ଗାଲରେ
କିଏ ଅଭିର ବୋଳି ଦେଇଛି?

ନାଲି-ନାଲି, ନାଲି-ନାଲି ସବୁ ଦିଶୁଛି
ଗୋରୀ ତତେ ପ୍ରେମ ହେଇଛି

ହଁ, ମତେ ପ୍ରେମ ହେଇଛି
ହୁଁ, ଗୋରୀ ତତେ ପ୍ରେମ ହେଇଛି
ହଁ, ମତେ ପ୍ରେମ ହେଇଛି



Credits
Writer(s): Abhijit Majumdar, Nizam
Lyrics powered by www.musixmatch.com

Link