Mo Nilapari Tu

(Hey)
(Here we go)

ହୋ, ମୋ ନୀଳ ପରୀ ତୁ, ହଁ, କାଚରେ ଗଢ଼ା ତୁ
ହାଏ ତୋ मस्त जवानी, ପାଖକୁ ନିଏ ଟାଣି

(Always you make me crazy)
(Don't you tell me, ନାନା-ନାନା)

Disco ଦିୱାନା, ହୋ, ଦିୱାନା
Disco ଦିୱାନା ମୁଁ (alright, alright)
Disco ଦିୱାନା, ହୋ, ଦିୱାନା
Disco ଦିୱାନା ତୁ

(Loud music all night)
ଏ ଦୁନିଆଁ ଜାଣିଛି ପ୍ରେମିକ ମୁଁ
ମୋ ପ୍ରେମର ନାୟିକା, छोरी है तू

ଦୁନିଆଁ ଜାଣିଛି ପ୍ରେମିକ ମୁଁ
ମୋ ପ୍ରେମର ନାୟିକା, छोरी है तू
ଖିଆଲି ମନର ଭାବନା ତୁ
ଚେହେରା ମୁଁ ତୋର, ଆଇନା ତୁ

ଓଠରେ ମିଠା ହସ, ହସରେ ଅଛି ବିଷ
(I still do love you baby)
(Don't you tell me, ନାନା-ନାନା)

Disco ଦିୱାନା, ହୋ, ଦିୱାନା
Disco ଦିୱାନା ମୁଁ (alright, alright)
Disco ଦିୱାନା, ହୋ, ଦିୱାନା
Disco ଦିୱାନା ତୁ, ତୁ, ତୁ

ମୋ ନୀଳ ପରୀ ତୁ (ପରୀ ତୁ, ପରୀ ତୁ)
କାଚରେ ଗଢ଼ା ତୁ (ଗଢ଼ା ତୁ, ଗଢ଼ା ତୁ)
(Loud music all night)

ପ୍ରଥମ ଦେଖାରେ ହଲଚଲ୍ କଲୁ
ମନକୁ ଚୋରେଇ ନେଇଗଲୁ

ପ୍ରଥମ ଦେଖାରେ ହଲଚଲ୍ କଲୁ
ମନକୁ ଚୋରେଇ ନେଇଗଲୁ

आवारा पंखी କୁ ଧରିନେଲୁ
ମନ ପଞ୍ଜୁରୀରେ ବନ୍ଦୀ କଲୁ

ମୋ ମନ ସାହରା ତୁ, ସବୁଠୁ ନିଆରା ତୁ
(Always I love you baby)
(Don't you tell me, ନାନା-ନାନା)

Disco ଦିୱାନା, ହୋ, ଦିୱାନା
Disco ଦିୱାନା ମୁଁ (alright, alright)
Disco ଦିୱାନା, ହୋ, ଦିୱାନା
Disco ଦିୱାନା ମୁଁ

ହୋ, ମୋ ନୀଳ ପରୀ ତୁ, ହଁ, କାଚରେ ଗଢ଼ା ତୁ
ହାଏ ତୋ मस्त जवानी, ପାଖକୁ ନିଏ ଟାଣି

(Always you make me crazy)
(Don't you tell me, ନାନା-ନାନା)

Disco ଦିୱାନା, ହୋ, ଦିୱାନା
Disco ଦିୱାନା ମୁଁ (alright, alright)
Disco ଦିୱାନା, ହୋ, ଦିୱାନା
Disco ଦିୱାନା ତୁ (call me baby)

Enjoy (oh yeah)



Credits
Writer(s): Abhijit Majumdar, Nizam
Lyrics powered by www.musixmatch.com

Link