Jalideli Sanjabati

ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ

ଯିଏ ଥାଉ ଯେତେ ଦୂରେ
ଯାହା ଦେଉ ନିଜ ଘରେ
ଯିଏ ଥାଉ ଯେତେ ଦୂରେ
ଯାହା ଦେଉ ନିଜ ଘରେ

ଜଗା ନାଆରେ

ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ, ତୁଳସୀ ଚଉଁରା ମୂଳେ

ସବୁ ଗୋପୀ ପ୍ରୀତି ଏକା କହ୍ନେଇ ପାଇଁ
ସବୁ ସଂଜବତି ଏକା କାଳିଆ ପାଇଁ
ସବୁ ଗୋପୀ ପ୍ରୀତି ଏକା କହ୍ନେଇ ପାଇଁ
ସବୁ ସଂଜବତି ଏକା କାଳିଆ ପାଇଁ

ସବୁ ଦେବାଦେବୀ ଜଗନ୍ନାଥ ଭାବି
ଧୂପ ମୁଁ ଜାଳେ

ମହକେ ବଡ଼-ଦେଉଳେ
ମହକେ ବଡ଼-ଦେଉଳେ
ମହକେ ବଡ଼-ଦେଉଳେ
ମହକେ ବଡ଼-ଦେଉଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ, ତୁଳସୀ ଚଉଁରା ମୂଳେ

ଦ୍ଵୀପକୁ ଭରସା ମୋର ପଣତ ଛାଇ
ମୋ ପାଇଁ ଭରସା ତାର ଶ୍ରୀଭୁଜ ଛାଇ
ଦ୍ଵୀପକୁ ଭରସା ମୋର ପଣତ ଛାଇ
ମୋ ପାଇଁ ଭରସା ତାର ଶ୍ରୀଭୁଜ ଛାଇ

ଏ ଜୀବନ-ଦୀପ କଲି ସମର୍ପିତ
ତା ପାଦ ତଳେ

ଡାକେ ସେ ବଡ଼-ଦେଉଳେ
ଡାକେ ସେ ବଡ଼-ଦେଉଳେ
ଡାକେ ସେ ବଡ଼-ଦେଉଳେ
ଡାକେ ସେ ବଡ଼-ଦେଉଳେ

ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ

ଯିଏ ଥାଉ ଯେତେ ଦୂରେ
ଯାହା ଦେଉ ନିଜ ଘରେ
ଯିଏ ଥାଉ ଯେତେ ଦୂରେ
ଯାହା ଦେଉ ନିଜ ଘରେ

ଜଗା ନାଆରେ

ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ପାଏ ସେ ବଡ଼-ଦେଉଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ
ଜାଳିଦେଲି ସଞ୍ଜବତୀ ଲୋ ତୁଳସୀ ଚଉଁରା ମୂଳେ
ତୁଳସୀ ଚଉଁରା ମୂଳେ
ତୁଳସୀ ଚଉଁରା ମୂଳେ
ତୁଳସୀ ଚଉଁରା ମୂଳେ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link