Deli Re Deli Tate A Mana

ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ

ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ
ବଞ୍ଚିବାପାଇଁ ହବ ତୋ ବିନା
ନଆସୁ କେବେ ଏମିତି ଦିନ

ତୁ ଖାଲି ମୋରି ପାଇଁ
ତୋ ବିନା ଚାଲେ ନାହିଁ, ମୋ ସ୍ପନ୍ଦନ

ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ
ବଞ୍ଚିବାପାଇଁ ହବ ତୋ ବିନା
ନଆସୁ କେବେ ଏମିତି ଦିନ

ଆଖି ମୋର କରେ ଜିଦି
ତୋ ଆଖିରେ ହବ ବନ୍ଦୀ
ହୋ, ଆଖି ମୋର କରେ ଜିଦି
ତୋ ଆଖିରେ ହବ ବନ୍ଦୀ
ଅଲଗା ହେବିନି କେବେ
खुदा ପାଖେ କଲି ସନ୍ଧି

ତୋ खुदा ଠାରୁ ବେଶୀ ମୁଁ ପାରିବିନି ଖସି
ଏ କି ବନ୍ଧନ?

ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ
ବଞ୍ଚିବାପାଇଁ ହବ ତୋ ବିନା
ନଆସୁ କେବେ ଏମିତି ଦିନ

ବାଟସାରା ଯାଏ ଚାଲି
ତୋ ପାଦ ଚିହ୍ନ ଦେଖି
ହୋ, ବାଟସାରା ଯାଏ ଚାଲି
ତୋ ପାଦ ଚିହ୍ନ ଦେଖି
ସାରା ଜୀବନକୁ ତତେ
ନିଃଶ୍ୱାସେ ଦେଲି ରଖି

ମୋ ନିଃଶ୍ୱାସେ ତୋ ବାସ୍ନା
ମୁଁ କିଛି ନୁହେଁ ତୋ ବିନା, ସାରା ଜୀବନ

ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ
ବଞ୍ଚିବାପାଇଁ ହବ ତୋ ବିନା
ନଆସୁ କେବେ ଏମିତି ଦିନ
ଦେଲି ରେ ଦେଲି ତତେ ଏ ମନ
ମାଗିବୁ ଯଦି ଦେବି ଜୀବନ
ବଞ୍ଚିବାପାଇଁ ହବ ତୋ ବିନା
ନଆସୁ କେବେ ଏମିତି ଦିନ



Credits
Writer(s): Arun Mantri, Baidyanath Dash
Lyrics powered by www.musixmatch.com

Link