Awara Dil Mo Kahe

आवारा ଦିଲ୍ ମୋ କହେ
ତୋତେ ଖାଲି ଭଲ ପାଏ

आवारा ଦିଲ୍ ମୋ କହେ
ତୋତେ ଖାଲି ଭଲ ପାଏ
ତୋ ସାଥିରେ ଯାଉ ବିତି
ସବୁ ଦିନ, ସବୁ ରାତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି

दीवानी ଦିଲ୍ ମୋ କହେ
ତୋତେ ଖାଲି ତତେ ଚାହେଁ
ତୁ ଥିଲେ ସାଥେ ମୋର
ବାଟସାରା ହୀରା ମୋତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)

ତୋ ଆଖି, ମୋ ଆଖି
ହଁ, ମିସିଲା ଜେବେଠୁ
ଗୋଟିଏ ରାତିବି ମୁଁ ଶୋଇନି ସେବେଠୁ

ଅଲଗା ଲାଗୁଛୁ
ତୁ ମୋତେ ତ ସବୁଠୁ
ତୋ ବାଟ ଚାହିଁରେ
ମୁଁ ବସିଛି କେବେଠୁ

पागलपन ମୋ କହେ
ତୁ ଆଉ କାହାର ନୁହେଁ
ତୋ ସାଥିରେ ଯାଉ ଉଡି ମୋ ମନ ପ୍ରଜାପତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)

ହୃଦୟ ଯଉଠି
ମୋ ସ୍ପନ୍ଦନ ସେଇଠି
ତୁ ଥିବୁ ଯାଉଠି
ମୁଁ ଥିବିରେ ସେଇଠି

ଖୋଜିବି ତତେରେ ମୁଁ କାହିଁକି କଉଠି
ଆଖିରେ, ଓଠରେ ତୁ ଅଛୁରେ ସବୁଠି

ଚୁଲବୁଲି ମନ ମୋ କହେ
ତୋ ବିନା ମୁଁ କିଛି ନୁହେଁ
ତୋ ସାଥିରେ ବାଣ୍ଟିନେବି
ସବୁ ସ୍ମୃତି-ଅନୁଭୁତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link