Janha Lo

ଜହ୍ନ ଲୋ, ଏ ଜହ୍ନ

ତମ ଛାତକୁ ଲାଗିକି ଆମ ଛାତ
ଭଲ ଚାଲିଥିଲା ଆମ ଯାତାୟତ
ତମ ଛାତକୁ ଲାଗିକି ଆମ ଛାତ
ଭଲ ଚାଲିଥିଲା ଆମ ଯାତାୟତ

ଚୋରା ପ୍ରେମ ଆମ ଧରା ପଡିଲା
ମାମଲାଟା ପୁରା ବିଗିଡି ଗଲା
ଆରେ ସେବେଠୁ ଆମ relation ଭାରତ, ପାକିସ୍ତାନ ଲୋ

ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ-ଜହ୍ନ, ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ

ଝିଅ ତୁ ଲୋ ମଲେଇ ମାର୍କା ଲହୁଣୀ
ନଜର କିଏ ପକେଇଦେଲା ବାୟାଣୀ?
ଆରେ twist ହେଲା ଆମ ପ୍ରେମ କାହାଣୀ
ଆଲୋ ମୋର ନାଲି ପାନ beauty
ମନ ଖୋଜିଲା ତତେ day-night
ଆରେ କହ ଆମ love ହବ କଉଠି

ଚାଲିଗଲେ baby jeans ପିନ୍ଧି
ଛାତି ଭିତର ମୋର ହଉଛି ରୁନ୍ଧି
ଆରେ ବଞ୍ଚିବା ପାଇଁ ପ୍ରେମ ତୋର ମୋ ପାଇଁ ଅମ୍ଳଜାନ ଲୋ

ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ-ଜହ୍ନ, ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ

ଚୋରା ପ୍ରେମ ଭାରି କଷ୍ଟ ଦାୟକ
ବାପା ତୋର just ଖଳନାୟକ
ଆରେ, କଲା ମତେ pathetic ଗାୟକ
ତୁ ଫୁଲ ମୁଁ ତୋର गमला
ସହି ହଉନି ଆଉ ପ୍ରେମ ହାମଲା
ଆଲୋ ଚାଲ ଆମେ ପଳେଇବା ସିମଲା

ତୋର ମୋର age ହେଲା ଏବେ major
शादी କରିବାକୁ ନାହିଁ danger
ଆରେ ଖୁଲମଖୁଲା love case କରିବା ସମାଧାନ ଲୋ

ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ
ଜହ୍ନ-ଜହ୍ନ, ଜହ୍ନ ଲୋ, ତୋ ବୋଉ ଟାଣିଛି ଚକଖଡ଼ି ଚିହ୍ନ ଲୋ



Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com

Link