Kaha Kemiti A Akhire-Male
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ନିଜ ଛାଇ ଦେଖି ତୁ ବୋଲି feel କରେ
ତତେ ଛୁଇଁବାକୁ ଛାତି ଖାଲି thrill କରେ
ତତେ ଦିନ ସାରା କାହିଁକି ମୁଁ miss କରେ?
ତତେ ରାତିସାରା ସପନରେ kiss କରେ
ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?
ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?
ତୋ ବାଟ ଚାହିଁ ତତେ ଯେବେ wait କରେ
ଏଇ ମନର ଗଳିରେ ତତେ meet କରେ
କେବେ ଲାଗିଯାଉ ମୋ ଦେହରେ dress ପରି
ପୁଣି ଚାଲିଯାଉ mood ମୋର fresh କରି
ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ମନ ଛିଟକେ ଶହେଥର, ମନ ଛିଟକେ ଶହେଥର, ମନ ଛିଟକେ ଶହେଥର
ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ
ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ
ତତେ ହୃଦୟରେ ଯେବେଠାରୁ love କଲି
ଏଇ ଦୁନିଆଁରୁ ସବୁକିଛି block କଲି
ତତେ ଏମିତି ଏ life ରେ set କଲି
ତତେ ଛାଡିଦେଇ ସବୁକିଛି hate କଲି
ଇଏ କି ପାଗଳାମି?
ହୁ, ଇଏ କି ପାଗଳାମି?
ଇଏ କି ପାଗଳାମି?
ହେ, ଇଏ କି ପାଗଳାମି?
ଇଏ କି ପାଗଳାମି?
ଲା-ଲା, ଇଏ କି ପାଗଳାମି?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ନିଜ ଛାଇ ଦେଖି ତୁ ବୋଲି feel କରେ
ତତେ ଛୁଇଁବାକୁ ଛାତି ଖାଲି thrill କରେ
ତତେ ଦିନ ସାରା କାହିଁକି ମୁଁ miss କରେ?
ତତେ ରାତିସାରା ସପନରେ kiss କରେ
ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?
ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?
ତୋ ବାଟ ଚାହିଁ ତତେ ଯେବେ wait କରେ
ଏଇ ମନର ଗଳିରେ ତତେ meet କରେ
କେବେ ଲାଗିଯାଉ ମୋ ଦେହରେ dress ପରି
ପୁଣି ଚାଲିଯାଉ mood ମୋର fresh କରି
ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ମନ ଛିଟକେ ଶହେଥର, ମନ ଛିଟକେ ଶହେଥର, ମନ ଛିଟକେ ଶହେଥର
ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ
ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ
ତତେ ହୃଦୟରେ ଯେବେଠାରୁ love କଲି
ଏଇ ଦୁନିଆଁରୁ ସବୁକିଛି block କଲି
ତତେ ଏମିତି ଏ life ରେ set କଲି
ତତେ ଛାଡିଦେଇ ସବୁକିଛି hate କଲି
ଇଏ କି ପାଗଳାମି?
ହୁ, ଇଏ କି ପାଗଳାମି?
ଇଏ କି ପାଗଳାମି?
ହେ, ଇଏ କି ପାଗଳାମି?
ଇଏ କି ପାଗଳାମି?
ଲା-ଲା, ଇଏ କି ପାଗଳାମି?
Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com
Link
Other Album Tracks
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Nisthura Hrudaya - Single
- Achinha Premika - Single
- Jibanare Jibana - Single
- To Duare Mu Desi Kukura - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.